256 ବର୍ଷ ବୟସ୍କ ବ୍ୟକ୍ତିଙ୍କ 23 ପତ୍ନୀ ଓ 200 ସନ୍ତାନ ,ଜାଣନ୍ତୁ ୟାଙ୍କ ଲମ୍ବା ବୟସର କାରଣ

ସାଧାରଣତଃ ଜଣେ ବ୍ୟକ୍ତି 25ରୁ 100 ବର୍ଷ ପର୍ଯ୍ୟନ୍ତ ବଂଚିପାରିବ ଅତିବେଶୀ ହେଲେ 102କିମ୍ବା 104 I ଏକ ସାମାନ୍ୟ ମଣିଷର ବୟସ 120 ବର୍ଷ ହୋଇପାରିବ I ଏମିତି ଏକ ବ୍ୟକ୍ତି ଅଛନ୍ତି ଯିଏ 256 ବର୍ଷ ପର୍ଯ୍ୟନ୍ତ ବଞ୍ଚିଛନ୍ତି I ତାଙ୍କର ଜନ୍ମ 1736ରେ ହେଇଥିଲା I 1933ରେ ନ୍ୟୁୟର୍କ ଟାଇମ ରେ ପ୍ରକାଶିତ ଏକ ଚିନି ଇତିହାସର କୂଚନୀତିଜ୍ଞ ଙ୍କ ଅନୁସାରେ ଲି ଚି଼ଙ୍ଗି ୟୁ 1933 ପୂର୍ବରୁ 256 ବର୍ଷ ଜିଇଥିଲେ I

ତାଙ୍କ ଜୀବନ କାଳରେ 200ରୁ ଅଧିକ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ଓ ତାଙ୍କ ପତ୍ନୀମାନଙ୍କର ଅନ୍ତିମ ସତ୍କାର କରିଥିଲେ I ଲି ଏକ ପ୍ରାକୃତିକ ଚିକିତ୍ସକ ଥିଲେ 1908ରେ ସେ ମହାରତ୍ନ ହାସିଲ କରିଥିଲେ I ସେ ଯେତେବେଳେ 10 ବର୍ଷର ଥିଲେ ଏକ ମେଡ଼ିସିନ ବିଜ୍ଞାନର ବ୍ୟବସାୟ ଆରମ୍ଭ କରିଥିଲେ I ଚାଳିଶ ବର୍ଷ ପର୍ଯ୍ୟନ୍ତ ଜଡିବୁଟି ନେଇଥିଲେ ଯେମିତି ଚାଉଳରେ ବନିଥିବା ମଦ୍ୟପାନକୁ ଭୋଜନ ଆକାରରେ ନେଲେ I

ଲି କହୁଥିଲେ ଶାନ୍ତ ରୁହ ଓ କଇଁଛ ଭଳି ବସ ,ପାରା ଭଳି ଚାଲ ଓ କୁକୁର ଭଳି ଶୁଅ I ଶ୍ୱାସ ନେବା ଓ ଶାନ୍ତ ମନ ଏକ ଲମ୍ବା ଆୟୁ ପାଇବାର ଏକ ଅଦ୍ଭୁତ ରହସ୍ୟ I

Leave a Reply

Your email address will not be published. Required fields are marked *