ରାତିରେ ଶୋଇବା ସମୟରେ ପାଦରେ ବାନ୍ଧି ଦିଅନ୍ତୁ ଏକ ଅରଖ ପତ୍ର ସକାଳୁ ଦେଖନ୍ତୁ ଚମତ୍କାର

ମଧୁମେୟ ରୋଗକୁ ଦୂର କରିବା ପାଇଁ ମାତ୍ର ଏହି ପତ୍ରର ବ୍ୟବହାର କରନ୍ତୁ ତାହା ଭଲ ହେଇଯିବ I ମଧୁମେୟ ହେଉଛି ଏକ ଏପରି ଜଟିଳ ରୋଗ ଶରୀର ଉପରେ ଏହାର ଗଭୀର ପ୍ରଭାବ ପଡିଥାଏ I ତେବେ ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଆପଣଙ୍କୁ ଦରକାର ଅରଖ ପତ୍ର ,ସୁତା ,ସକ୍ସ ଏହି ତିନଟି ସାମଗ୍ରୀ ଦରକାର ଏହି ଔଷଧ ବନାଇବା ପାଇଁ

I ଏହି ପତ୍ରକୁ ନେଇ ରାତିରେ ଗୋଡ଼ ପାଦରେ ସୁତା ସାହାଯ୍ୟରେ ବାନ୍ଧନ୍ତୁ ଓ ତା ଉପରେ ମୋଜା ପିନ୍ଧିକି ରାତିସାରା ସୋଇଯାଆନ୍ତୁ I କିଛି ଦିନ ପ୍ରୟୋଗ କଲାପରେ ମଧୁମେୟ ଧୀରେ ଧୀରେ ନିୟନ୍ତ୍ରଣ ହେବାକୁ ଲାଗିବ I ଦିନରେ ଭି ଏହାର ପ୍ରୟୋଗ ହେଇପାରିବ I ଏହି ପତ୍ରକୁ ନିଅନ୍ତୁ ଗୋଟେ ପାର୍ଶ୍ୱକୁ ପାଦ ତଳେ ରଖି ସୁତା ମାଧ୍ୟମରେ ବାନ୍ଧି ଦିଅନ୍ତୁ ଓ ତା ଉପରେ ମୋଜା ବାନ୍ଧନ୍ତୁ I

ଏହାର ପ୍ରୟୋଗ କିଛିଦିନ ଲଗାତାର କଲେ ଆପଣଙ୍କର ମଧୁମେୟ ରୋଗ ଖତମ ହୋଇଯିବ I ଆଉ ମଧୁମେୟ ପାଇଁ ମେଡିସିନି ଦରକାର ପଡ଼ିବନି I ଏହି ପତ୍ର ଆପଣଙ୍କ ଡାଇବେଟିସ କୁ ନିୟନ୍ତ୍ରଣ ରଖିଥାଏ I ଅରଖପତ୍ର ସବୁ ରୋଗ ପାଇଁ ବ୍ୟବହାର କରାଯାଏ I କିନ୍ତୁ ସାବଧାନ ଏହାର କ୍ଷୀର ଯେଭଳି ଆଖି ଭିତରକୁ ନଯିବା ଦରକାର ଏହା ଆପଣଙ୍କ ଆଖିକୁ ସବୁଦିନ ପାଇଁ ଅନ୍ଧ କରିଦେଇପାରେ I

Leave a Reply

Your email address will not be published. Required fields are marked *