ହାରିଯିବେ ବୋଲି ଭୟରେ ପ୍ରିୟଙ୍କା ବାରାଣସୀରୁ ନିର୍ବାଚନ ଲଢିଲେ ନାହିଁ : ବାବା ରାମଦେବ

କଂଗ୍ରେସ ରେ ପ୍ରିୟଙ୍କା ଯୋଗଦେବା ପରେ ସମସ୍ତ କଂଗ୍ରେସ ସମର୍ଥକ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଭରିଯାଇଥିଲା I ଚର୍ଚ୍ଚା ହେଉଥିଲା କି ମୋଦିଙ୍କୁ ଟକ୍କର ଦେବାକୁ ପ୍ରିୟଙ୍କା ହିଁ ଏକମାତ୍ର ପ୍ରାଥୀ I ମୋଦିଙ୍କ ବିରୁଧରେ ବାରଣାସୀ ରେ ନିର୍ବାଚନ ଲଢ଼ି ପ୍ରିୟଙ୍କା ବିଜୟୀ ହେବେ ବୋଲି ଜୋରଦାର ଚର୍ଚା ହେଉଥିଲା I ତେବେ କଂଗ୍ରେସ ର ଏହି ମହାସଚିବ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ଲଢ଼ିନଥିଲେ I ଏହାକୁ ନେଇ ବାବା ରାମଦେବ କହିଛନ୍ତି କି ଆରମ୍ଭରୁ ପଲିଟିକାଲ୍‌ କ୍ୟାରିୟର ଶେଷ ହେଇଜିବା ଭୟରେ ପ୍ରିୟଙ୍କା ଗାନ୍ଧୀ ଭୟ କଲେ ସେଥିପାଇଁ ବାରାଣସୀରୁ ନିର୍ବାଚନ ଲଢିବାକୁ ଉଚିତ ମନେ କଲେ ନାହିଁ I ମୋଦିଙ୍କ ସହିତ ଟକ୍କର ଦେଇନପାରି ବିପୁଳ ପରିମାଣରେ ହାରିବା ଭୟରେ ପ୍ରିୟଙ୍କା ନିର୍ବାଚନ ଲଢ଼ିଲେ ନାହିଁ I ଏହା ସହିତ ଆହୁରି କହିଛନ୍ତି ଯେ ‘ଚୌକିଦାର ଚୋର ନୁହେଁ ବରଂ ପୁରା ପିୟୋର’।

Leave a Reply

Your email address will not be published. Required fields are marked *