ପୁରୀ: ସ୍ଥାନାନ୍ତରଣକୁ ବିରୋଧ କରୁଛନ୍ତି ଲୋକେ: ପେଣ୍ଠକଟା ବସ୍ତିରେ ଲୋକଙ୍କୁ ବୁଝାଉଛନ୍ତି ମନ୍ତ୍ରୀ ମହେଶ୍ୱର ମହାନ୍ତି

ସାମୁଦ୍ରିକ ବାତ୍ୟା ପ୍ରଭାବରୁ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ଜିଲ୍ଲା ପ୍ରଶାସନ କରୁଥିବା ଉଦ୍ୟମକୁ ସଂପୃକ୍ତ ଅଞ୍ଚଳର ଲୋକେ ବିରୋଧ କରୁଛନ୍ତି।
ପୁରୀ ଜିଲ୍ଲାର ଅନେକ ଗ୍ରାମ ପେଣ୍ଠକଟା,ବଳିଆପଣ୍ଡା ଆଦି ବସ୍ତିରୁ ଲୋକେ ବାହାରି ଯିବାକୁ ନାରାଜ ହେଉଛନ୍ତି। ଜିଲ୍ଲା ପ୍ରଶାସନକୁ ସହଯୋଗ କରିବାକୁ ରାଜସ୍ବ ମନ୍ତ୍ରୀ ମହେଶ୍ଵର ମହାନ୍ତି ଏବେ ପେଣ୍ଠକଟା ବସ୍ଥିକୁ ଯାଇ ଲୋକମାନଙ୍କୁ ବୁଝାଉଛନ୍ତି।

Leave a Reply

Your email address will not be published. Required fields are marked *