ଧୂଳିସାତ ହେଲା ଭୁବନେଶ୍ୱର ଏୟାର ପୋର୍ଟ

ବାତ୍ୟା ଫାନି ଭୁବନେଶ୍ୱର ରେ ଅନେକ ତାଣ୍ଡବ ରଚିଛି। ଭୁବନେଶ୍ୱର ର ପ୍ରାୟ ସମସ୍ତ ଅଞ୍ଚଳ ବହୁଳ ଭାବେ କ୍ଷୟକ୍ଷତି ହୋଇଛି।

ବାଣୀ ବିହାର ଛକ ରେ ଟ୍ରାଫିକ ଲାଇଟ୍ ପୋଷ୍ଟ୍ ସମେତ ହୋଡିଂ ବୋର୍ଡ ପଡି ରାସ୍ତା ଅବରୋଧ ହୋଇ ରହିଛି।

ଭୁବନେଶ୍ୱର ର ମେରୁଦଣ୍ଡ ତଥା ଏୟାର ପୋର୍ଟ ବିପୁଳ କ୍ଷତି ଗ୍ରସ୍ତ ହୋଇଛି। ନିମ୍ନ ରେ ଏୟାର ପୋର୍ଟ ର କିଛି ଫଟୋ ଦେଖନ୍ତୁ।

ଭୁବନେଶ୍ୱର ଏହି କ୍ଷୟକ୍ଷତି ରୁ ମୁକୁଳିବାକୁ ନିଶ୍ଚୟ ଭାବରେ ବହୁତ୍ ଦିନ ଲାଗିଯିବ ।

Leave a Reply

Your email address will not be published. Required fields are marked *