ଯଦି ଆପଣ ଟିକେଟ କରିନାହାନ୍ତି କିନ୍ତୁ ଟିଟି ହାତରେ ଧରା ପଡିଯାଇଛନ୍ତି ତେବେ ବ୍ୟସ୍ତ ନହୋଇ ତୁରନ୍ତ କରନ୍ତୁ ଏଇ କାମ

କିଛି ଲୋକ ଟ୍ରେନ୍ ରେ ଯାତ୍ରା କରିବା ସମୟେ ବ୍ୟସ୍ତତା ଯୋଗୁ ଟିକଟ କରି ପାରି ନ ଥାଆନ୍ତି।ତେବେ ଯଦି ଟିଟି ଆସିବେ ଏହି ଲୋକମାନେ ଡରି ଯାଇଥାନ୍ତି।କାରଣ ଟିକେଟ ନ ଥିଲେ ଟିଟି ଙ୍କୁ ଜୋରିମାନା ଦେବାକୁ ପଡିଥାଏ।ତେବେ ଏ ସ୍ଥିତିରେ ଆପଣ ମାନେ ଡରିବା ଅନୁଚିତ୍।କାରଣ ଭାରତୀୟ ରେଳ ମନ୍ତ୍ରଣାଳୟ ଏକ ନୂଆ ଘୋଷଣା କରିଛନ୍ତି।ଏଥିରେ ଟି ଟି ଙ୍କୁ ଏକ ହ୍ୟାଣ୍ଡେଳେଡ୍ ମେସିନ ରେଳୱେ ପ୍ୟାସେଞ୍ଜର ରିଯାର୍ଭେସନ୍ ସିଷ୍ଟମ୍ ସର୍ଭର ସହିତ କନେକ୍ଟ ହୋଇଥାଏ।ଏହି ସୁବିଧା ଏବେ କେବଳ ସୁପର ଫାଷ୍ଟ୍ ଟ୍ରେନ୍ ପାଇଁ ଆରମ୍ଭ ହୋଇଛି।

ଖୁବ୍ ଶୀଘ୍ର ଅନ୍ୟ ଟ୍ରେନ୍ ରେ ମଧ୍ୟ ଏହି ସୁବିଧା ଉପଲବ୍ଧ ହେବ। ଆଉ ଗୋଟିଏ ଗୁରୁତ୍ଵ ପୂର୍ଣ୍ଣ କଥା ହେଲା ଟିଟି ଚେକିଂ ନ କରିବା ପୂର୍ବରୁ ଟିକେଟ ନ କରିଥିବା ଲୋକ ତାଙ୍କ ସହ ଏହି ବିଷୟରେ କଥା ହେବାକୁ ପଡିବ।କିନ୍ତୁ ଟିକେଟ ଚେକିଂ ସମୟରେ ଧରା ପଡ଼ିଲେ ଏହି ସୁବିଧାର ସୁଯୋଗ ନେଇ ପାରିବେ ନାହିଁ।ତେଣୁ ଟିକେଟ ନ କରିଲେ ଟ୍ରେନ୍ ରେ ଚଢିବା ପରେ ଟିଟି ଙ୍କ ସହ ଯୋଗାଯୋଗ କରନ୍ତୁ।

Leave a Reply

Your email address will not be published. Required fields are marked *