ବଦାନ୍ୟତା ଦେଖାଇଲେ ଅକ୍ଷୟ କୁମାର ,ଓଡିଶା କୁ ବାତ୍ୟା ପାଇଁ ସହାୟତା ଦେଲେ ଏକ କୋଟି

ବାତ୍ୟା ଫନି ପାଇଁ ଏବେ ସବୁଆଡୁ ଓଡିଶା ପାଇଁ ସହାୟତା ର ହାତ ବଢ଼ିବାରେ ଲାଗିଛି I ଭୁଶୁଡି ପଡିଥିବା ଓଡ଼ିଶାର ମେରୁଦଣ୍ଡ କୁ ଠିକ କରିବାକୁ ସବୁଆଡୁ ପ୍ରଚେଷ୍ଟା କରାଯାଉଛି Iପ୍ରସାଶନ ଠୁ ଆରମ୍ଭ କରି ନେତା ମନ୍ତ୍ରୀ ମାନେ ବାତ୍ୟା ପୀଡିତ ଲୋକଙ୍କ ପାଖକୁ ଯାଇ ସହଯୋଗ ର ହାତ ବଢାଉଥିବା ବେଳେ ଏବେ ଓଡିଶା ପାଇଁ ସହାୟତା ର ହାତ ବଢ଼ାଇଛନ୍ତି ବଲିୟୁଡ଼ ର ସୁପର ଷ୍ଟାର ତଥା ଖିଲାଡୀ ମାଷ୍ଟର ଅକ୍ଷୟ କୁମାର

I ବାତ୍ୟା ପୀଡିତ ଙ୍କ ପାଇଁ ଏକ କୋଟି ଟଙ୍କାର ସହାୟତା ମୁଖ୍ୟମନ୍ତ୍ରି ଙ୍କ ରିଲିଫ ଫଣ୍ଡ କୁ ପଠାଇଛନ୍ତି ଅକ୍ଷୟ କୁମାର I ଘଟଣା ଜଣା ପଡିବା ପରେ ସବୁଆଡୁ ପ୍ରସଂଶା ର ସୁଅ ଛୁଟିବାରେ ଲାଗିଛି ଅକ୍ଷୟ ଙ୍କ ପ୍ରତି I

Leave a Reply

Your email address will not be published. Required fields are marked *