ସ୍ମାର୍ଟସିଟି ବାସିନ୍ଦା ଙ୍କ ପାଣି ପାଇଁ ଏବେ ନଦୀ ଭରଷା ,ନଦୀମୁଁହା ରାଜଧାନୀବାସୀ

ଚାଲିଯାଇଛି ବାତ୍ୟା କିନ୍ତୁ ସରୁନି ରାଜଧାନୀ ଲୋକଙ୍କ ଦୁର୍ଦଶା I ପାଣି ଟିକେ ପାଇଁ ହାହାକାର ରେ ଚାଲିଛି ଜୀବନ I ବାତ୍ୟାର ଚାରିଦିନ ପରେ ସ୍ତିତି ରେ ଆସିନି ସୁଧାର I ଏବେବି ଜୀବନ ସହିତ ସଂଘର୍ଷ କରୁଛନ୍ତି ରାଜଧାନୀ ବାସି I ପାଣିର ଘୋର ଅଭାବ ରେ ହନ୍ତସନ୍ତ ହେଉଛନ୍ତି ସ୍ମାର୍ଟସିଟି ବାସିନ୍ଦା I ସବୁବେଳେ ସ୍ମାର୍ଟରେ ରହୁଥିବା ରାଜଧାନୀ ବାସି ଦିନେ ବି ନଦୀ ଆଡେ ଯାଇନଥିବା ବେଳେ ଏବେ ନଦୀ ହିଁ ଭରଷା ପାଲଟିଛି I ପାଣି ଟିକିଏ ପାଇଁ ଏବେ ନଦୀ ମୁଁହା ହେଉଛନ୍ତି ରାଜଧାନୀ ବାସି I

ବିଦ୍ୟୁତ ସଂଯୋଗ ହେଇପାରୁନଥିବା ବେଳେ ପାଣିର ଅଭାବ ଲାଗି ରହିଛି ତେଣୁ ବାଧ୍ୟ ହେଇ ଗାଧେଇବା ଏବଂ ପିଇବା ପାଣି ପାଇଁ ପୋଖରୀ ନଦୀ ମୁଁହା ହେବାରେ ଲାଗିଛନ୍ତି ରାଜଧାନୀ ବାସି I

Leave a Reply

Your email address will not be published. Required fields are marked *