ତାଜା ଖବରମେ ୨୩ ପରିବର୍ତ୍ତେ ୨୪ ରେ ବାହାରିପାରେ ନିର୍ବାଚନ ଫଳାଫଳ May 8, 2019May 8, 2019 - by Santosh Nayak - Leave a Comment ମେ ୨୩ ପରିବର୍ତ୍ତେ ୨୪ ରେ ବାହାରିପାରେ ନିର୍ବାଚନ ଫଳାଫଳ। ଇଭିଏମ୍ ସହ ପାଞ୍ଚୋଟି ଭିଭିପ୍ୟାଟ ଭୋଟକୁ ମିଳାଇବା ପାଇଁ ସୁପ୍ରିକୋର୍ଟଙ୍କ ନିର୍ଦ୍ଦେଶ ଦେଇଥିବାରୁ ସାଧାରଣ ନିର୍ବାଚନର ଫଳାଫଳ ବିଳମ୍ବ ହୋଇପାରେ ବୋଲି କୁହାଯାଇଛି। Share on FacebookTweetFollow us