ଇଟାଲୀର ଲେକ୍‌ କୋମୋରେ ବିବାହ କରିବେ ରଣବୀର-ଆଲିଆ!

ବଲିଉଡ୍ ର ଚର୍ଚ୍ଚିତ ଯୋଡ଼ି ଦୀପ – ବୀର୍ , ପ୍ରିୟଙ୍କା – ନିକ୍, ଏବଂ ବିରୁଷ୍କା ଙ୍କ ପରେ ଏବେ ଅଭିନେତା ରଣବୀର କପୂର୍ ଏବଂ ଅଭିନେତ୍ରୀ ଆଲିଆ ଭଟ ବର୍ତ୍ତମାନ ବିବାହ ପ୍ରସ୍ତୁତି ରେ ଲାଗି ପଡିଛନ୍ତି। ଦୀପ – ବିର୍ ଙ୍କ ପରି ଆଲିଆ – ରଣବୀର ମଧ୍ୟ ଇଟାଲୀ ର ଲେକ୍ କୋମୋ ରେ ବିବାହ କରିବା ର ଯୋଜନା କରୁଥିବା ନେଇ ଚର୍ଚ୍ଚ ହେଉଛି। ବର୍ତ୍ତମାନ ସେ ଉଉରୋପ ରୁ ସିଧା କେକ୍ କୋମୋ କୁ ବୁଲିବାକୁ ଯିବେ ବୋଲି ଚର୍ଚ୍ଚା ହେଉଛି।

ଏବେ ଦୁହିଁଙ୍କ ବୁଲିଯିବା ଖବର ଆସିବା ପରେ ଦୁହେଁ ଦୀପ – ଵିର୍ ଙ୍କ ଭଳି ସିକ୍ରେଟ୍ ୱେଡିଂ କରିବେ ବୋଲି ଯୋଜନା କରୁଥିବାର ଚର୍ଚ୍ଚା ହୋଇଛି। କିନ୍ତୁ ଏହି କଥା କୁ ନେଇ ଆଲିଆ ଙ୍କ ମା ଏହି ଚର୍ଚ୍ଚା କୁ ଗୁଜବ ବୋଲି କହିଛନ୍ତି। ସେ ଦୁହିଁଙ୍କର ବିବାହ କୁ ନେଇ କୌଣସି ଯୋଜନା ନାହିଁ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *