ବାତ୍ୟା ପାଇଁ ସହାୟତା ବଢ଼ାଇଲେ ଆକାଶ

ସାରା ଓଡ଼ିଶାରେ ବାତ୍ୟା ଫନି ଧ୍ବଂସ ର ତାଣ୍ଡବ ସୃଷ୍ଟି କରି ଚାଲିଯାଇଥିବା ବେଳେ ପୁଣିଥରେ ଅଣ୍ଟା ସଳଖି ଠିଆ ହେବାକୁ ଚେଷ୍ଟା କରୁଛି ଓଡିଶା I ଧ୍ବଂସ ହେଇଯାଇଥିବା ରାଜଧାନୀ କୁ ସୁଧାରିବାକୁ ସିନେ ଷ୍ଟାର ମାନେ ସହାୟତା ର ହାତ ବଢ଼ାଇଥିବା ବେଳେ କିଛ`,ସର୍ବ ପ୍ରଥମେ ଅକ୍ଷୟ କୁମାର ଏକ କୋଟି ର ସହାୟତା ଦେଇଥିଲେ I ସେହିପରି ଓଡ଼ିଶାର ସିନେ ଷ୍ଟାର ତଥା ବିଜେଡି ର ପୂର୍ବତନ କୋରେଇ ବିଧାୟକ ଆକାଶ ଦାସ ଆଜି ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ କରି ଏକ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି I

Leave a Reply

Your email address will not be published. Required fields are marked *