ଦ୍ରୋପଦିଙ୍କ ଏହି ୫ଟି ଭୁଲ୍ ପାଇଁ ପୁରା ମହାଭାରତ ବଦଳିଗଲା I

ମହାଭାରତରେ ଦ୍ରୋପତିଙ୍କ ଚରିତ୍ର ବହୁତ ମହାନ ଅଟେ I ତାଙ୍କ ଜୀବନ ଓ ଚରିତ୍ରକୁ ବୁଝିବା ବହୁତ କଠିନ ଅଟେ I ଭଗବାନ ଶ୍ରୀକୃଷ୍ଣ ତାଙ୍କୁ କେବେଳ ବୁଝିପାରିବେ ଦ୍ରୋପତି କୃଷ୍ଣଙ୍କ ମିତ୍ର ଥିଲେ ମିତ୍ରହିଁ ମିତ୍ରକୁ ବୁଝିପାରିବ I ଦ୍ରୋପତିଙ୍କ ପାଂଚଟି ଭୁଲୁ ଯୋଗୁ ମହାଭାରତର ପୁରା କାହାଣୀ ବଦଳିଗଲା I ଦ୍ରୋପତି ଯଦି ଭୁଲୁ କରିନଥାନ୍ତେ ତାହଲେ ଆଜି ଇତିହାସ ଆଉ କିଛି ହୋଇଥାନ୍ତା I 1. ସ୍ୱୟଂବରରେ କର୍ଣ୍ଣର ଅପମାନ: ଦ୍ରୋପତି କର୍ଣ୍ଣକୁ ଚାହୁଁଥିଲେ ଯେତେବେଳେ ତାଙ୍କୁ ଜଣାପଡିଲା କର୍ଣ୍ଣ ସୁତପୁତ୍ର ସେତେବେଳେ ସେ ତାଙ୍କର ଚିନ୍ତା ବଦଳାଇଦେଲେ

I ପ୍ରଥମ କଥା ହେଲା ତାଙ୍କୁ ପ୍ରତିଯୋଗିତାରେ ସାମିଲ କରାଗଲା ନାହିଁ ଓ ଦ୍ୱିତୀୟରେ ହଉଛି ସେ କର୍ଣ୍ଣକୁ ଅପମାନ କଲେ ଯଦି ସିଏ ଏମିତି କରିନଥାନ୍ତେ ତାହେଲେ ପରିମାଣ ଆଉ କିଛି ହୋଇଥାନ୍ତା I 2.ପାଣ୍ଡବଙ୍କ ପତ୍ନୀ ହେବା ସ୍ୱୀକାର କରିବା :ଯିଏ ସ୍ଵୟଂବରର ପ୍ରତିଯୋଗିତା ଜିତିଥିଲେ I ଯଦି ସେହି ପରିସ୍ଥିତୀର ସେ ପତ୍ନୀ ହେବାର ସ୍ୱୀକାର ମାନିନଥାନ୍ତେ ତାହେଲେ ଆଜି ଇତିହାସ ଆଉ କିଛି ହୋଇଥାନ୍ତା I

ଯୁଧିଷ୍ଠିର ଓ ବ୍ୟାସଦେବଙ୍କ କହିବା ଅନୁସାରେ ସେ ବିବାହ କଲେ I 3.ଦୁର୍ଜଧନର ଅପମାନ: ଦ୍ରୋପତି ଇନ୍ଦ୍ରପ୍ରସ୍ଥରେ ଯୁଧିଷ୍ଠିରଙ୍କ ରାଜା ଅଭିଷେକ ସମୟରେ ଦୁର୍ଜଧନକୁ କହିଲେ ଅନ୍ଧର ପୁତ୍ର ଅନ୍ଧ ବାସ ଏହି କଥା ତାଙ୍କୁ ବହୁତ ଅପମାନ ଦେଇଥିଲା ଏହି କଥା ଯୋଗୁ ଦୁର୍ଜଧନ ଶକୁନି ସହ ମିଶି ପାଣ୍ଡବଙ୍କୁ ଦ୍ରୋପତିକୁ ଜୁଆରେ ଲଗାଇବାକୁ କହିଥିଲେ I

4.ଯୁଦ୍ଧ ପାଇଁ ପ୍ରେରଣା ଦେବା: ଦ୍ରୋପତି ପାଣ୍ଡବଙ୍କୁ କହିଲେ ମୋର ଅପମାନର ପ୍ରତିଶୋଧ ଦୁର୍ଜଧନ ଓ ତାଙ୍କ ଭାଇଙ୍କଠୁ ନେବା ପାଇଁ ଓ କହିଲେ ମୋ କେଶ ସେପର୍ଯ୍ୟନ୍ତ ଖୋଲା ରହିବ ଯେପର୍ଯ୍ୟନ୍ତ ମୋ କେଶ ଦୁର୍ଯ୍ୟଧନର ରକ୍ତରେ ଧୁଆ ହେବ ନାହିଁ I 5.ଜୁଆରେ ସବୁକିଛି ହରାଇବା ପରେ ବନବାସ କାଟିବା: ଦୁର୍ଯ୍ୟଧନର ଭିଣେଇ ଦୈଜରତର ଖରାପ ନଜର ଦ୍ରୋପତି ଉପରେ ପଡିବା ଓ ସେ ଦ୍ରୋପତି ସାଥିରେ ଜବରଦସ୍ତୀ କଲେ ଓ ତାଙ୍କୁ ରଥ ଉପରେ ନେଇଯିବାର ସାହାସ ମଧ୍ୟ କରିଥିଲେ ଓ ସେହି ସମୟରେ ପାଣ୍ଡବମାନେ ଆସିଗଲେ I

ପାଣ୍ଡବମାନେ ସେହି ଜାଗାରେ ତାର ବଦ୍ଧ କରିବାକୁ ଚାହୁଁଥିଲେ କିନ୍ତୁ ଦ୍ରୋପତି ତାଙ୍କୁ ଏମିତି କରିବାକୁ ରୋକିଦେଲେ ଯାହା ଦ୍ରୋପତିଙ୍କ ବଡ ଭୁଲୁ ଥିଲା I ସବୁ ଜନତାଙ୍କ ସାମ୍ନାରେ ତାର ବହୁତ ଅପମାନ କଲେ I ତାର ପ୍ରତିଶୋଧ ଚକ୍ରବୀହରେ ଫସିଥିବା ଅଭିମନ୍ୟୁକୁ ମୃତ୍ୟୁ ଦଣ୍ଡ ଦେଇନେଲା I

Leave a Reply

Your email address will not be published. Required fields are marked *