ପୁରୀ ରେ ଗାଡ଼ି ରେ ବୁଲୁଛି ମୋବାଇଲ ଟାୱାର

ବାତ୍ୟା ପରେ ବାତ୍ୟା ପ୍ରଭାବିତ ଅଞ୍ଚଳ ରେ ମୋବାଇଲ ନେଟୱର୍କ କୁ ଠିକ୍ କରିବା ପାଇଁ ଦେଶ ର ପ୍ରମୁଖ ଘରୋଇ ଟେଲିକମ କମ୍ପାନୀ ଏୟାରଟେଲ ଏବେ ପୁରୀ, କଟକ ଏବଂ ଭୁବନେଶ୍ବର ପାଇଁ ଗାଡ଼ି ରେ ବୁଲାଉଚି ଟାୱାର।

ଏହାକୁ ଟେଲିକମ ଭାଷାରେ ସେଲ୍ ଅନ୍ wheel କୁହାଯାଏ।ପୁରୀ ଓ ଭୁବନେଶ୍ୱର ପାଇଁ ଏୟାରଟେଲ ତରଫ ରୁ ୧୩ ଟି ଏହିପରି ଭ୍ରାମ୍ୟମାଣ ଗାଡ଼ି ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *