ସ୍ୱାମୀଙ୍କ ଠାରୁ ସବୁବେଳେ ଦୁଃଖରେ ରହିଥାନ୍ତି ଏହି ଦୁଇ ନାମର ମହିଳା

ବିବାହର ବନ୍ଧନ ସବୁଠାରୁ ମହତ୍ଵପୁର୍ଣ ହେଇଥାଏ ଏହି ଦୁନିଆରେ କାହିଁକିନା ଜଣେ ଅଜଣା ଝିଅ ଓ ଅଜଣା ପୁଅ ବିବାହର ବନ୍ଧନରେ ବାନ୍ଧିହେଲାପରେ ସାତଜନ୍ମ ସାଥିରେ ରହିବା ପାଇଁ ଶପଥ ନିଅନ୍ତି I ଏକ ସ୍ୱାମୀ ଓ ସ୍ତ୍ରୀ ସମ୍ପର୍କ ଭିତରେ ସବୁଠୁ ବଡ ଡୋର ହେଉଛି ଭଲପାଇବା ଓ ବିଶ୍ୱାସ ଯେଉଁଥିରେ ସମ୍ପର୍କ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିଥାଏ ଓ ବନିରହିଥାଏ I ଗୋଟେ ଝିଅ ନିଜ ପରିବାରକୁ ଛାଡି ବିବାହ ପରେ ସ୍ୱାମୀ ସହିତ ରହିଥାଏ ସେହି ଝିଅର ସ୍ୱାମୀ ସହିତ ବହୁତ ସାରା ସମ୍ପର୍କ ଯୋଡିହୋଇଥାଏ I

ସ୍ୱାମିଠୁ ମିଳୁଥିବା ଭଲପାଇବା ,ସମ୍ମାନ ଯୋଗୁ ଗୋଟେ ଝିଅ ଜୀବନସାରା ଖୁସିରେ ରହିଥାଏ I ସ୍ତ୍ରୀ ସ୍ୱାମୀର ପାଦରେ ପାଦ ମିଶାଇ ଆଗକୁ ଚାଲିଥାଏ ଓ ସମୟରେ ସାଥେ ସାଥେ ସ୍ତ୍ରୀ ଓ ସ୍ୱାମୀର ସମ୍ପର୍କ ଗଭୀର ହେବାକୁ ଲାଗିଥାଏ ଓ ସେଥିରେ ଭଲପାଇବା ,ସମ୍ମାନ ,ବିଶ୍ୱାସ ବଢିବାକୁ ଲାଗିଥାଏ I କିନ୍ତୁ କିଛି ସ୍ତ୍ରୀ ଓ ସ୍ୱାମୀ ଭିତରେ କଲି ଝଗଡା ଲାଗିରହିଥାଏ କାହିଁକିନା ତାଙ୍କର ସ୍ୱାମୀ ସ୍ତ୍ରୀର ସାଥିରେ ରହିନଥାନ୍ତି ,ତାଙ୍କ କଥା ମାନନ୍ତି ନାହିଁ ଓ ତାଙ୍କର ଇଛାକୁ ପୁରଣ କରନ୍ତି ନାହିଁ I ଖାସ କରି ଏହି ଦୁଇନାଁ ବାଲା ବ୍ୟକ୍ତି ଜୀବନ ସାରା ତାଙ୍କ ସ୍ତ୍ରୀର ସାଥ ଦିଅନ୍ତି ନାହିଁ I ଯେଉଁଠି ସ୍ୱାମୀ ଜୀବନସାରା ଖୁସି ଅନୁଭବ କରୁଛି ସେଇଠି ସ୍ତ୍ରୀ ଜୀବନସାରା ଦୁଃଖରେ ରହୁଛି I
k ନାମବାଲା ମହିଳା:

ଏହି ନାମ ଥିବା ମହିଳାମାନେ ତାଙ୍କ ସ୍ୱାମୀଙ୍କର ଭଲ ଭାବରେ ଯତ୍ନ ନିଅନ୍ତି ଓ ତାଙ୍କ ପାଇଁ ସବୁବେଳେ ପ୍ରସ୍ତୁତ ରହିଥାନ୍ତି I ଏହି ନାମ ଥିବା ମହିଳାମାନେ ତାଙ୍କ ସ୍ୱାମୀ ପାଇଁ ସମ୍ବଧୀନସିଳ ହୋଇଥାନ୍ତି ଓ ତାଙ୍କ ପ୍ରତି ପ୍ରେମଭାବନା ରଖିଥାନ୍ତି ଓ ତାଙ୍କୁ ଭରପୁର ଭଲପାଇବା ଦେଇ ନିଜର ବନେଇବାକୁ ଚେଷ୍ଟା କରିଥାନ୍ତି I ସ୍ତ୍ରୀ ଚାହିଁଥାଏ ସ୍ୱାମିବି ତାଙ୍କୁ ଭରପୁର ଭଲପାଇବା ଦେଉ କିନ୍ତୁ ଏହି ସ୍ତ୍ରୀ ମାନଙ୍କର ଗୋଟେ ଖରାପ ଅଭ୍ୟାସ ଥାଏ ,ଯାହା ତାଙ୍କ ସମ୍ପର୍କରେ ଫାଟକ ତିଆରି କରିଥାଏ I ସେ ଚାହୁଁଥାନ୍ତିକି ତାଙ୍କ ସ୍ୱାମୀ ସବୁବେଳେ ସବୁ ସମୟର ଖବର ତାଙ୍କୁ ଦିଅନ୍ତୁ ଯେମିତି କୁଆଡେ ଯାଉଛନ୍ତି କଣ କରୁଛନ୍ତି କାହା ସହିତ ମିସୁଛନ୍ତି I

ଗୋଟେ ମଣିଷ ଏତେବି ଭରସା କାହା ଉପରେ କରିବନିକି ସେ ସବୁ କଥା ତା ସ୍ତ୍ରୀକୁ କହିକି କରୁ I ଏହି ନାମବାଲା ସ୍ତ୍ରୀ ସବୁବେଳେ ସ୍ଵାମୀଙ୍କଠାରୁ ଦୁଃଖରେ ରହିଥାନ୍ତି କାହିଁକିନା ଯେତେବେଳେ ସ୍ୱାମୀ କୌଣସି କାମ କରେ ତାଙ୍କୁ ନପଚାରେ ସେତେବେଳେ ସ୍ତ୍ରୀକୁ ବହୁତ ରାଗ ଆସିଯାଏ ଓ ତାଙ୍କୁ ସବୁବେଳେ ଚିଡ଼ିଥାଏ I ଏଥିପାଇଁ ସେ ସବୁବେଳେ ସ୍ଵାମୀଙ୍କଠାରୁ ଦୁଃଖରେ ରହିଥାଏ I
p ନାମବାଲା ମହିଳା:

ପି ନାମଵାଲା ମହିଲାବି ତାଙ୍କ ସ୍ୱାମୀଙ୍କୁ ବହୁତ ଭଲପାଇବା ଦେଇଥାନ୍ତି ଓ ତାଙ୍କୁ ଖୁସି ରଖିବା ପାଇଁ ବହୁତ ଚେଷ୍ଟା କରିଥାନ୍ତି ଓ ତାଙ୍କ ସ୍ୱାମୀ ପାଇଁ ସବୁବେଳେ ପ୍ରସ୍ତୁତ ରହିଥାନ୍ତି I ସେ ତାଙ୍କ ସ୍ୱାମୀଙ୍କୁ ଏତେ ଭଲପାଆନ୍ତି କି ସେ ଚାହାନ୍ତି ତାଙ୍କ ସ୍ୱାମୀ କୁଆଡେ ନଯାଉ ସବୁ କାମ ଛାଡି 24 ଘଣ୍ଟା ତାଙ୍କ ସାଥିରେ ରୁହନ୍ତୁ I ଜୀବନ ଅତିବାହିତ କରିବା ପାଇଁ କାମ କରିବା ସେତିକି ଜରୁରୀ ହୋଇଥାଏ ଯେତିକି ଶ୍ୱାସ ନେବା ଓ ଭଲପାଇବା ଦେବା ସେହି କଥା ମହିଳା ମାନେ ବୁଝିପାରନ୍ତି ନାହିଁ ଓ ଘରେ ରାଗିକି ବସନ୍ତୀ I ଯେଉଁଥିପାଇଁ ସେ ସ୍ୱାମୀ ସହିତ ସବୁକଥାରେ ଝଗଡା କରିଥାଏ I ଫଳରେ ସେ ସ୍ୱାମୀ ସହ ଖୁସିରେ ରହିନଥାଏ I

Leave a Reply

Your email address will not be published. Required fields are marked *