ଏହି ୮ଜଣ ଫିଲ୍ମଷ୍ଟାର ନୁହଁନ୍ତି ଭାରତର ନାଗରିକ : ଜାଣନ୍ତି କି କେଉଁ ଦେଶ ର ଅଛି ନାଗରିକତ୍ବ

ଭାରତ ବ୍ୟତୀତ ସାରା ବିଶ୍ଵ ରେ ବଲିଉଡ୍ କୁ ବହୁତ୍ ପସନ୍ଦ କରାଯାଇଥାଏ। ବଲିଉଡ୍ ରେ ଏଭଳି କିଛି ନାୟକ ନାୟିକା ଥାଆନ୍ତି ଯେଉଁମାନେ କି ଆମର ଅତି ପସନ୍ଦ ହୋଇଥାନ୍ତି। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସେମାନଙ୍କ ମଧ୍ୟରୁ ଅନେକ ସେଲିବ୍ରେଟି ବିଦେଶୀ ନାଗରିକ ଅଟନ୍ତି। ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ।

୧ . ଦୀପିକା ପାଦୁଗଣ :-

ଅତି ସୁନ୍ଦରୀ ଦୀପିକା ପାଦୁଗଣ ଙ୍କ ଜନ୍ମ ଡେନମାର୍କ ର କୋପେନହୋଗେନ ଠାରେ। ଏଥିପାଇଁ ସେ ଡେନମାର୍କ ର ଅଧିବାସୀ।

୨. ଆଲିଆ ଭଟ୍ଟ :-

ଅଭିନେତ୍ରୀ ଆଲିଆ ଭଟ୍ଟ ଙ୍କ ମା ସୋନି ରାଜଦାନ ବ୍ରିଟେନ ର ଅଧିବାସୀ ହୋଇଥିବାରୁ ଆଲିଆ ମଧ୍ୟ ବ୍ରିଟେନ ର ଅଧିବାସୀ ଅଟନ୍ତି।

୩. ଅକ୍ଷୟ କୁମାର :-

ବଲିଉଡ୍ ର ବିଶିଷ୍ଟ ଅଭିନେତା ଅକ୍ଷୟ କୁମାର ଭାରତ ରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ସେ କାନାଡା ର ନାଗରିକତ୍ବ ଗ୍ରହଣ କରିଥିଲେ। ଏଥିପାଇଁ ତାଙ୍କୁ ଭାରତ ର ନିର୍ବାଚନ ର ଅଧିକାର ନାହିଁ।

୪. ଶନି ଲିଓନି :-

ସମସ୍ତଙ୍କ ହୃଦୟରେ ରାଜ୍ କରୁଥିବା ଶନି ଲିଓନି ଙ୍କ ପାଖରେ କାନାଡା ର ନାଗରିକତ୍ବ ରହିଛି। ଏଥିପାଇଁ ତାଙ୍କୁ ମଧ୍ୟ ଭାରତ ରେ ଭୋଟ ଦେବାର ଅଧିକାର ନାହିଁ।

୫. ଜ୍ୟାକଲିନ :-

ଏହି ବଲିଉଡ୍ ଅଭିନେତ୍ରୀ ଙ୍କ ପାଖରେ ଶ୍ରୀଲଙ୍କା ର ନାଗରିକତ୍ବ ରହିଛି।

ତାଙ୍କ ବାପା ଶ୍ରୀଲଙ୍କା ରେ ରହୁଥିବାରୁ ସେ ଶ୍ରୀଲଙ୍କା ର ନାଗରିକ ଅଟନ୍ତି।

୬. ପ୍ରସିଦ୍ଧ ଅଭିନେତା ଅମିର୍ଖାନ୍ ଙ୍କ ଭଣଜା ଇମ୍ରାନ୍ ଖାନ୍ ମଧ୍ୟ ଭାରତୀୟ ନୁହନ୍ତି। ତାଙ୍କ ପାଖରେ ଆମେରିକା ର ନାଗରିକତ୍ବ ରହିଛି।

୭. କାଟ୍ରୀନା କୈଫ୍ –

ଭାରତୀୟ ଫିଲ୍ମ୍ ଦୁନିଆର ଅତି ସୁନ୍ଦରୀ କା କାଟ୍ରିନା ଜଣେ ଲଣ୍ଡନ ର ନାଗରିକ।

୮. ଆମି ଜ୍ୟାକ୍ସନ :-

ବଲିଉଡ୍ ର ଅଭିନେତା ଅାମି ଜ୍ୟାକ୍ସନ୍ ମଧ୍ୟ ଜଣେ ବ୍ରିଟେନ ର ନାଗରିକ।

Leave a Reply

Your email address will not be published. Required fields are marked *