ବାଦଲ ଯୋଗୁ ପାକିସ୍ତାନ ରଡ଼ାର ଠାରୁ ବଂଚିଗଲା ଭାରତିୟ ବିମାନ ?

ବାଲକୋଟ ହାମଲା I ପତ୍ରକାର :ଯେତେବେଳେ ଯବାନ ହାମଲା କରିବାକୁ ଯାଇଥିଲେ ସେହି ରାତିରେ ଆପଣ ସୋଇପାରିଥିଲେ ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି :ମୁ ଦିନସାରା ବ୍ୟସ୍ତ ଥିଲି ମୁ ରାତି 9ଟାରେ ଏୟାର ଷ୍ଟ୍ରାଇକର ପ୍ରସ୍ତୁତ କଲି ,ପୁଣି ରାତି ବାରଟାରେ ଏୟାର ଷ୍ଟ୍ରାଇକିର ପ୍ରସ୍ତୁତ କଲି ଆମ ସାମ୍ନାରେ ସମୟ ଥିଲା I ସେହି ସମୟରେ ଅଚାନକ ମୌସମ ଖରାପ ହୋଇଗଲା ଓ ବହୁତ ବର୍ଷା ମଧ୍ୟ ହେଲା I ହାମଲାର ତାରିଖ ବଦଳାଇବାକୁ ଚାହୁଁଥିଲୁ ,କିନ୍ତୁ ମୁ କହିଲି ଏତେ ବାଦଲ ଅଛି ବର୍ଷା ମଧ୍ୟ ହେଉଛି ତ ଆମେ ପାକିସ୍ତାନୀଠାରୁ ବଂଚିପାରିବା , ସମସ୍ତେ ଅଲିନୀରେ ଥିଲେ କଣ କରିବେ ପୁଣି ମୁ କହିଲି ବାଦଲ ଅଛି ଯାଅ ଓ ସେନା ଚାଲିବାକୁ ଲାଗିଲେ I

ଅସୁବିଧା ଏହା ଥୀଲାକି ରଡ଼ାର ବାଦଲରେ କାମ କରିଛୀନା କରୁନି,ପ୍ରଧାନମନ୍ତ୍ରୀଙ୍କ ଅନୁସାରେ ବାଲାକୋଟା ହାମଲା ସମୟରେ ବାଦଲର ଫାଇଦା ଭାରତୀୟ ସେନା ତକନିକି ରୂପରେ ଉଠାଇଛନ୍ତି ଓ ଭାରତୀୟ ମୀରାଜ ପାକିସ୍ତାନ ରଡ଼ାର ଠାରୁ ବଂଚିପାରିଲେ ଓ ଲକ୍ଷ ଉପରେ ହାମଲା କରିବାରେ ସଫଳ ହେଲେ I

Leave a Reply

Your email address will not be published. Required fields are marked *