ଆଣ୍ଠୁରୁ ବୋହୁଥିଲା ରକ୍ତ ତଥାପି ତଥାପି ଚେନାଇକୁ ଜିତାଇବା ପାଇଁ ଖେଳୁଥିଲେ ୱାଟସନ

ଆଇ.ପି.ଏଲ 2019 ଫାଇନାଲରେ ଶେନ ୱାଟସନଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା ତାପରେବୀ ସେ କାହାକୁ କିଛି ନଜଣାଇ ବ୍ୟାଟିଙ୍ଗି କରିବାକୁ ଲାଗିଲେ ତାଙ୍କ ଆଣ୍ଠୁରୁ ରକ୍ତ ମଧ୍ୟ ବାହାରିଲା I ରବିବାର ଦିନ ମୁମ୍ବାଇ ଇଣ୍ଡିଆନ ଚେନାଇ ସୁପର କିଙ୍ଗିକୁ ଶେଷ ଓଭରରେ ଏକ ରନରେ ପରାସ୍ତ କରିଥିଲା I ମୁମ୍ବାଇ ଇଣ୍ଡିଆନ ଫାଇନାଲ ଜିତିଲେ ମଧ୍ୟ ଚେନାଇର ଷ୍ଟାର ଖେଳାଳି ଶେନ ୱାଟସନ ମୈଦାନରେ ଖେଳିଥିଲେ ଓ ସେ ତାଙ୍କ ଟିମି ପ୍ରତି ଏମିତି ବିଶ୍ୱାସ ଦେଖେଇଥିଲେକି ସେ ସମସ୍ତଙ୍କ ମନ ଜିତିନେଇଥିଲେ I

ଶେନ ୱାଟସନ ଫାଇନାଲ ମୁକାବିଲାରେ 80 କରିଥିଲେ ମଧ୍ୟ ସେ ଟିମିକୁ ଜିତାଇବାରେ ପୂର୍ବରୁହିଁ ଆଉଟୁ ହୋଇଯାଇଥିଲେ କିନ୍ତୁ ମୈଦାନରେ ୱାଟସନଙ୍କ ବ୍ୟାଟିଙ୍ଗିକୁ ନେଇ ଏମିତି ଖବର ଆସୁଛିକି ସମସ୍ତଙ୍କ ମନ କହୁଛି ବାଃ ୱାଟସନ ବାଃ I ଫାଇନାଲରେ ଶେନ ୱାଟସନଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା ତାପରେବୀ ସେ କାହାକୁ କିଛି ନଜଣାଇ ବ୍ୟାଟିଙ୍ଗି କରିବାକୁ ଲାଗିଲେ ତାଙ୍କ ଆଣ୍ଠୁରୁ ରକ୍ତ ମଧ୍ୟ ବାହାରିଲା I

ଯେତେବେଳେ ସେ ଆଉଟୁ ହେଇକି ଆସିଲେ ସେତେବେଳେ ଯାଇ ସେ ଆଘାତ ବିଷୟରେ ଜଣାପଡିଲା I ଖବର ଅନୁସାରେ ମ୍ୟାଚ ପରେ ୱାଟସନଙ୍କ ପାଦରେ ଛ ଟି ଷ୍ଟିକୀ ମଧ୍ୟ ପଡିଥିଲା I ଚେନାଇ ସୁପର କିଙ୍ଗି ମଧ୍ୟ ୱାଟସନଙ୍କ ବ୍ୟାଟିଙ୍ଗିକୁ ନେଇ ଟୁଇଟି କରି ଲେଖିଲା ଚେନାଇର ସମସ୍ତଙ୍କ ମନ ଭିତରେ ଯେଉଁ ଭାବନା ଚାଲୁଥିଲା ତାହା ଆମକୁ ଏକ ବିଶ୍ୱାସ ଦେଉଛିକି ୱାଟସନ ଯେଉଁ କଷ୍ଟକୁ ଉଠାଇଥିଲେ ତାହା ହେଉଛି ଆମର କପ I

ଶେନ ୱାଟସନ ଶେଷ ଓଭରରେ ରନ ଆଉଟୁ ହେଲେ ,ଯେଉଁଠିକି ଆଘାତ ଲାଗିଲା ପରେ ମଧ୍ୟ ସେ ଦୁଇ ରନ ନେବାକୁ ଚେଷ୍ଟା କରୁଥିଲେ କିନ୍ତୁ ଶେଷରେ ସେ ରନ ଆଉଟୁ ହେଇଗଲେ I

Leave a Reply

Your email address will not be published. Required fields are marked *