ଆମେରିକାରେ ବଡ ଫଇସଲା ,52 ପାକିସ୍ତାନ ନାଗରିକଙ୍କୁ ଦେଶରୁ ବାହାର କରିଦେଲା

ଆମେରିକା ପାକିସ୍ତାନର 52 ନାଗରିକଙ୍କୁ ସନ୍ଦେଶ ପଠାଇଛି I ଏହି ନାଗରିକାମାନେ କଡା ସୁରକ୍ଷାର ସହିତ ବିମାନରେ ଯାଇ ଇସ୍ଲାମବାଦରେ ପହଁଚିଲେ I ଗୁରୁବାର ଦିନ ମିଡ଼ିଆ ଦ୍ୱାରା ଆସିଥିବା ଖବର ଅନୁଯାଇ ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁରେସି ମଙ୍ଗଳବାର ଦିନ ପାକିସ୍ତାନର ନେସନାଲ ଆସେମ୍ବ୍ଲିକୁ ବିଦେଶ ମାମଲା ସମ୍ବନ୍ଧୀତ ଶ୍ୱାସତୀ ସମିତିକୁ ସୂଚନା ଦେଇଥିଲେକି ଆମେରିକାର ଅଧିକାରୀ ମାନେ ଆଇନ ଉଲଂଘନ ,ଅପରାଧିକ ଆଚରଣ ଓ ଅନ୍ୟ ଗମ୍ଭୀର ଆଧାରକୁ ନେଇ ପାକିସ୍ତାନ ନାଗରିକଙ୍କୁ ତା ନିୟନ୍ତ୍ରଣକୁ ନେଇଯାଇଛି Iଟ୍ରମ୍ପ ଆକବରରେ ଖବର ଦେଇଥିଲେକି 53 ପାକିସ୍ତାନ ନାଗରିକ ସ୍ବଦେଶ ଆସିବାର ଥିଲା କିନ୍ତୁ ବୁଧୁବାର ଦିନ ମାତ୍ର 52 ନାଗରିକରେ ଦେଶରେ ପହଂଚିଥିଲେ କାରଣ ଆଉ ଜଣେ ପାକିସ୍ତାନ ନାଗରିକଙ୍କୁ ବିମାନରେହିଁ ବେମାର ହୋଇଯାଇଥିଲା ଯାହା ଫଳରେ ତାଙ୍କୁ ସ୍ୱଦେଶ ପଠାଗଲା ନାହିଁ I

ପାକିସ୍ତାନ ନାଗରିକ ଯେତେବେଳେ ଇସ୍ଲାମବାଦରେ ଅନ୍ତରାଷ୍ଟ୍ରୀୟ ବିମାନରୁ ଓହ୍ଲାଇଲେ ସେତେବେଳେ ତାଙ୍କର ସୁରକ୍ଷା ଆମେରିକା ଅଧିକାରୀମାନେ କରୁଥିଲେ I ତାପରେ ସେମାନେ ନାଗରିକଙ୍କୁ ପାକିସ୍ତାନ ଅଧିକାରୀଙ୍କ ପାଖରେ ଛାଡିଦେଲେ I ଖବର ଅନୁସାରେ ନାଗରିକ ମାନଙ୍କ ଭିସାର ସମୟସୀମା ଶେଷ ହେବା ପରେବି ସେମାନେ ଆମେରିକାରେ ଅଛନ୍ତି I ଏହି 52 ପାକିସ୍ତାନି ବିଦେଶୀ ନାଗରିକ ଥିଲେ ଯାହାର ଭିସାର ସମୟସୀମାଠାରୁ ଅଧିକ ସମୟ ରହିଥିଲେ I ଆମେରିକାରେ ରହୁଥିବା ପାକିସ୍ତାନୀ ନାଗରିକଙ୍କୁ ସନ୍ଦେଶ ପଠେଇବା ପରେ ଦୁଇ ଦେଶ ମଧ୍ୟରେ ବିବାଦ ଦେଖା ଦେଇଥିଲା I ତାପରେ ଆମେରିକା ତିନି ବରିଷ୍ଠ ଅଧିକାରୀଙ୍କୁ ଭିସା ଦେବାକୁ ମନାକରିଦେଲା I ମନ୍ତ୍ରୀ ମଙ୍ଗଳବାର ଦିନ କହିଲେକି ଆମେରିକା ଭିସା ପ୍ରତିବନ୍ଧକୁ ସାମ୍ନା କରୁଥିବା ପାକିସ୍ତାନୀ ଅଧିକାରୀ ଭିତରେ ଜଣେ ହେଉଛନ୍ତି ମୁଖ୍ୟ ସଚିବ ,ଗୃହ ମନ୍ତ୍ରାଳାୟର ସଂଯୁକ୍ତ ସଚିବଓ ପାସପୋର୍ଟ ମହା ନିର୍ଦେଶକ ସାମିଲୀ ଅଛନ୍ତି ଜଣେ ଆଇଏସ ଅଧିକାରୀ କହିଲେ ୟୁନାନି ରୁ ସ୍ବଦେଶ ପଠାଯାଇଥିବା ପାକ ନାଗରିକଙ୍କୁ ଆଗକୁ ଥିବା କାନୁନୁ କାର୍ଯ୍ୟ ପାଇଁ ଥାନାରେ ରଖାଯାଇଥିଲା I ସିଏ ଭୂମାର୍ଗରୁ ୟୁରୋପ ଯାଇଥିଲେ ଯେଉଁଠି ୟୁନାନି ଅଧିକାରୀ ତାଙ୍କ କବ୍ଜାକୁ ନେଇଯାଇଥିଲେ I

Leave a Reply

Your email address will not be published. Required fields are marked *