ଜେସିବିରେ ବର ହେଇ କନ୍ୟା ଘରେ ପହଁଚିଲେ ଇଞ୍ଜିନିୟର ବର

ପ୍ରତ୍ୟକ ଜୀବନରେ ବିବାହ ଏକ ଅଭୁଲା ସ୍ମୃତି I ସମସ୍ତେ ଏହାକୁ ସ୍ମରଣୀୟ କରିବାକୁ ଚାଁହାନ୍ତି I ଆଜିକାଲି କିଏ ହେଲିକପ୍ଟର ରେ ବର ହେଇ ଯାଉଛି ତ ଆଉ କିଏ ପାଣି ଭିତରେ ବାହା ହେଉଛି I ତେବେ ଛତିଶଗଡ଼ର କସଡୋଲ ଗାଁର ଜଣେ ଯୁବକ ଙ୍କ ନିଆରା ବିବାହ ଏବେ ଚର୍ଚ୍ଚା ରେ I ଯୁବକ ଜଣଙ୍କ ର ଇଛା ଥିଲା ସେ ଜେସିବିରେ ବର ହେଇ କନ୍ୟା ଘରେ ପହଁଚିବେ ବାସ ବାହାଘର ଠିକ ହେଇଜିବା ପରେ ସେ ଜେସିବି ନେଇ ବରଯାତ୍ରୀ ରେ ବାହାରିପଡିଲେ I ଏହାକୁ ପରିବାର ଲୋକେ ବିରୋଧ କରୁଥିଲେ କିନ୍ତୁ ସେ ନିଜ ଜିଦ ରେ ଅଟଳ ରହିଥିଲେ I ଯୁବକ ଜଣଙ୍କ ନାମ ଅମିଶ କୁମାର ଡହରିଆ। ଏବଂ ସେ ଜଣେ ଯୁବ ଇଞ୍ଜିନିୟର I

Leave a Reply

Your email address will not be published. Required fields are marked *