ତିରୁପତି ବାଲାଜୀର ଏହି ରହସ୍ୟ ନାସାର ବୈଜ୍ଞାନିକ ମାନେ ମଧ୍ୟ ଜାଣି ପାରୁନାହାନ୍ତି

ତିରୁପତି ବାଲାଜୀର ଏମିତି 11ଟି ରହସ୍ୟ ଯାହା ଆପଣ ଜାଣିକି ହୋସ ଉଡିଯିବ I ଭାରତର ସବୁଠୁ ଧନୀ ଦେବତାଙ୍କ ଭିତରେ ତିରୁପତି ବାଲାଜିକୁ ଧନୀ ମନାଯାଏ I ସବୁ ବର୍ଷ ଲକ୍ଷାଧିକ ସଂଖ୍ୟାରେ ଲୋକ ଏହି ତିରୁପତି ମାଳା ପାହାଡ ଉପରେ ଜମା ହୁଅନ୍ତି I ଏମିତି ମାନନ୍ତିକି ଭଗବାନ ତିରୁପତି ବାଲାଜୀ ତାଙ୍କ ପତ୍ନୀ ପଦ୍ମବତୀ ସହିତ ଏଠାରେ ବାସ କରନ୍ତି I ଏଠାରେ ସତ ମନରେ ମାଗିଥିବା ଜିନିଷ ପୁରା ହୋଇଥାଏ I ଯେଇଁ ଭକ୍ତର ମନୋସ୍କାମନା ପୁରା ହୋଇଥାଏ ସେ ଏଠାରେ ଆସି ନିଜର କେଶ ପକାଇଥାନ୍ତି I

ତିରୁପତି ବାଲାଜୀକୁ ଭେଙ୍କେଟସ ,ଶ୍ରୀନିବାସ ଓ ଗୋବିନ୍ଦା ନାମରେ ଜାଣନ୍ତି I ଏହି ଚମତ୍କାର ମନ୍ଦିର ଆନ୍ଦ୍ରପ୍ରଦେଶର ତିରୁମାଲା ପାହାଡ଼ରେ ଅବସ୍ତିତ I ଏହି ମନ୍ଦିର ପ୍ରସିଦ୍ଧ ହେବାର କାରଣ ହେଉଛି ଏଠାକାର ଅଦ୍ଭୁତ ଚମତ୍କାର ରହସ୍ୟ I1.ଭେଙ୍କେଟେଶ୍ୱରଙ୍କ ମୁଣ୍ଡରେ ଲାଗିଥିବା କେଶ ପୁରା ଅସଲି I ଏହି କେଶ କେବେବି ନିଜ ଭିତରେ ଲାଗନ୍ତି ନାହିଁ I ଏଠିକାର ଲୋକ କୁହନ୍ତି ଏହା ସବୁ ସତ୍ୟ ଅଟେ I
2.ଯେତେବେଳେ 1800 ସ୍ୱତ୍ୱାଧିରେ ମନ୍ଦିରର ପାଚେରୀରେ କିଛି ଲୋକଙ୍କୁ ଫାସୀ ଦିଆଯାଇଥିଲା ସେତେବେଳଠୁ ନିଜେ ଭଗବାନ ଭେଙ୍କେଟେଶ୍ୱର ମନ୍ଦିରରେ ପ୍ରକଟ ହୁଅନ୍ତି I

ଏହି ମନ୍ଦିରକୁ ପୁରା ବାରବର୍ଷ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଥିଲା କାହିଁକିନା ସେଠିକାର ରାଜା ପୁରା ବାରଜଣ ଲୋକଙ୍କୁ ମୃତ୍ୟୁ ଦେଇଥିଲେ ଓ ତାଙ୍କୁ ମନ୍ଦିରର ଗେଟ ସାମ୍ନାରେ ଟଙ୍ଗାଇଦିଆଯାଇଥିଲା I3.ଯଦି ଆପଣ ମନ୍ଦିର ଯାଆନ୍ତି ତେବେ ଆପଣ ଭଗବାନ ଭେଙ୍କେଟେଶ୍ୱର ମୂର୍ତି ପାଖରେ କାନ ଡେରି ଶୁଣିଲେ ଆପଣ ଆଶ୍ଚର୍ଯ୍ୟଚକିତ ହୋଇଯିବେ ଯେତେବେଳେ ଆପଣ କାନ ଲଗାଇବେ ତେବେ ଆପଣଙ୍କୁ ସମୁଦ୍ରର ପାଣି ଆବାଜ ଶୁଣାଯିବା ଓ ସେଥିଯୋଗୁ ମୂର୍ତି ସବୁବେଳେ ଓଦା ରହିଥାଏ I
4.ମନ୍ଦିରର ମୁଖ୍ୟ ଦରବାଜ ଡାହାଣ ପାର୍ଶ୍ୱରେ ଏକ ବାଡ଼ି ଅଛି I

ଏହି ବାଡ଼ି ବିଷୟରେ କୁହଂତିକି ଏହି ବାଡ଼ିରେ ବାଲାଜୀଙ୍କ କେଶକୁ ପିଟାଯାଏ ଯେଉଁ କାରଣରୁ ତାଙ୍କ ଥୋଡ଼ିରେ ଆଘାତ ଲାଗିଥିଲା I ସେବେଠୁ ନେଇ ଆଜି ପର୍ଯ୍ୟନ୍ତ ତାଙ୍କ ଥୋଡୀ ଉପରେ ଚନ୍ଦନର ଲେପ ଲଗାଯାଏ ତାକି ତାଙ୍କ ଥୋଡ଼ିର ଘା ଭରିଯିବ I 5.ବାଲାଜୀଙ୍କ ଏହି ମନ୍ଦିରରେ ସବୁବେଳେ ଏକି ଦୀପ ଜଳିକି ରହିଥାଏ ଏଥିରେ କେବେବି ତେଲ କିମ୍ବା ଘିଅ ଢଳାଯାଏନାହିଁ I ଏଥିରେ ଆଶ୍ଚର୍ଯ୍ୟ କଥା ଇଏକି ଏହି ଦୀପ କିଏ କେବେ ଲଗାଇଥିଲା ଜଣାନାହିଁ କିନ୍ତୁ ଏହି ଦୀପ ବହୁ ବର୍ଷରୁ ଯଲିଆସୁଅଛି I 6.ଯେତେବେଳେ ଆପଣ ଦର୍ଶନ କରିବାକୁ ବାଲାଜୀ ମନ୍ଦିର ଯିବେ ଭିତରେ ଦେଖିବାକୁ ପାଇବେକି ମୂର୍ତି ଗର୍ଭଗ୍ରହ ମଝିରେ ଅଛି ଯେତେବେଳେ ବାହାରକୁ ଆସି ଦେଖିବେତ ମୂର୍ତି ଗର୍ଭଗ୍ରହ ଡାହାଣ ପାର୍ଶ୍ୱରେ ଅଛି I

7.ଭଗବାନ ବାଲାଜୀଙ୍କ ମୂର୍ତି ଉପରେ ଏକ ଖାସ ତରିକାର କର୍ପୁର ଲଗାଯାଏ ଯଦି ଏହାକୁ କୌଣସି ପଥର ଉପରେ ଚଢ଼ାଯାଏ କିଛି ସମୟ ପରେ ଏହା ଚଡକି ଯାଏ କିନ୍ତୁ ଭଗବାନ ପ୍ରତିମାର କିଛି ହୁଏ ନାହିଁ I 8.ମୂର୍ତି ଉପରେ ଯେତେଭି ଫୁଲ ଓ ତୁଳସୀ ପତ୍ର ଚଢ଼ାଯାଏ ସେ ସବୁ ଭକ୍ତକୁ ନଦିଆଯାଇ ମନ୍ଦିର ପଛରେ ଥିବା ଏକ ଜଳକୁଣ୍ଡରେ ଵିସର୍ଜିତ କରାଯାଏ I ଇଥିପାଇଁକି ଫୁଲକୁ ଦେଖିବା ଓ ରଖିବା ଭଲ ନୁହଁ ବୋଲି ମାନନ୍ତି I 9.ପ୍ରତେକ ଗୁରୁବାର ଦିନ ମୂର୍ତ୍ତିକୁ ଚନ୍ଦନର ଜଳରେ ଢାଳନ୍ତି ଓ ଯେତେବେଳେ ତାକୁ ହଟାଯାଏ ସେତେବେଳେ ନିଜେ ନିଜେ ଲକ୍ଷ୍ମୀଙ୍କ ପ୍ରତିଭା ଦେଖାଇଥାଏ I

ଆଜି ପର୍ଯ୍ୟନ୍ତ ଜଣାପଡିନିକି ଏମିତି କାହିଁକି ହେଉଛି ଓ ପ୍ରତିଦିନ ବାଲାଜୀଙ୍କୁ ତଳେ ଧୋତି ଓ ଉପରେ ଶାଢ଼ୀରେ ସଜାଯାଏ I 10.ମନ୍ଦିରଠାରୁ 10 କି.ମି ଦୂରରେ ଅବସ୍ତିତ ଏକ ଗାଁ ଅଛି ସେହି ଗାଁକୁ ବାହାର ବ୍ୟକ୍ତି ପ୍ରବେଶ ମନା ଓ ସେଠି କାର ଲୋକ ବହୁତ ନିୟମ ମାନନ୍ତି ସେଇଠୁ ଆଣିଥିବା ଫୁଲ ଭଗବାନଙ୍କୁ ଚଢ଼ାଯାଏ ଓ ସେଠିକା ଜିନିଷ ମଧ୍ୟ ଚଢ଼ାଯାଏ I

11.ତିରୁପତିକୁ ଭକ୍ତଦ୍ୱାରା ବହୁତ ଦାନ କରାଯାଏ I ଦାନ କରିବାର ପରମ୍ପରା ବିଜୟନଗରର ରାଜାଙ୍କ ସମୟରୁ ଚାଲିଆସୁଅଛି I ରାଜା ହୀରା ଏବଂ ସୁନା ଚାନ୍ଦି ଦାନ କରୁଥିଲେ I

Leave a Reply

Your email address will not be published. Required fields are marked *