ଜଣେ ଝିଅକୁ ଭଲ ପାଆନ୍ତି ଦୌଡ ରାଣୀ ,ସମଲିଙ୍ଗୀ ଦୁତି ଙ୍କ ଜୀବନସାଥୀ ଆଉ ଜଣେ ଝିଅ

ଖେଳରେ ସବୁବେଳେ ଚର୍ଚାରେ ଥିବା ଦୁତି ଚାନ୍ଦ ଓଡିଶା ପାଇଁ ଅନେକ ସନମାନ ଆଣିଥିବା ବେଳେ ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚାରେ I ଜାତୀୟ ଗଣମାଧ୍ୟମ ରେ ଏବେ ଦୂତିଙ୍କ ଆଲୋଚନା I ଖବର ଅନୁଯାଇ ଜଣେ ଝିଅକୁ ଭଲ ପାଆନ୍ତି ଦୁତି I ଯିଏକି ତାଙ୍କୁ ସବୁବେଳେ ପ୍ରେରଣା ଦେଇଥାଏ ତାଙ୍କ ସହିତ ସେ ସମଲିଙ୍ଗୀ ସମ୍ପର୍କ ରେ ରହିଆସିଛନ୍ତି I ଏନେଇ ଦୁତି କହିଛନ୍ତି କି ପ୍ରତ୍ୟକ ବ୍ୟକ୍ତି ଙ୍କର ନିଜ ଜୀବନ ସାଥି ବାଛିବାର ଅଧିକାର ଅଛି ଏବଂ ସେ ଜୀବନ ସାଥି ବାଛିଛନ୍ତି I ତେବେ ଗଣମାଧ୍ୟମ ର ଚର୍ଚା କୁ ତାଙ୍କ ଜୀବନସାଥୀ ଙ୍କୁ ସେ ଆଣିବାକୁ ଚାହିଁନାହାନ୍ତି I

Leave a Reply

Your email address will not be published. Required fields are marked *