ଭାଇରାଲ୍ ହେଲା ମୋଦି ଙ୍କ କେଦାରନାଥ ରେ ଆଉ କିଛି ଫୋଟୋ:ଏଠାରେ ଦେଖନ୍ତୁ ସବୁ ଫଟୋ

ଗତ କାଲି ମୋଦି କେଦାରନାଥ ରେ ଏକ ଗୁମ୍ଫା ରେ ତପସ୍ୟାରତ ଥିବାର ଏକ ଫଟୋ ଦେଖିବାକୁ ମିଳିଥିଲା।

ତେବେ ଆଜି ଆଉ କିଛି ଫଟୋ ମଧ୍ୟ ସାମ୍ନା କୁ ଆସିଚି ଯାହା କୁ ଭାରତୀୟ ଜନତା ପାର୍ଟି ଦ୍ଵାରା ଫେସବୁକ୍ ରେ ଅପ୍ଲୋଡ଼ କରାଯାଇଛି।

କିନ୍ତୁ ଲୋକ ମାନେ ଏବେ ସୋସିଆଲ ମିଡିଆ ରେ ପ୍ରଶ୍ନ ଉଠାଇଛନ୍ତି ଯେ, ଯଦି ମୋଦି ଧ୍ୟାନ ପାଇଁ ଯାଇଛନ୍ତି ସେଠାକୁ ତେବେ କାହିଁକି ଏତେ ତକିଆ,କ୍ୟାମେରା ମ୍ୟାନ ଇତ୍ୟାଦି ସାମଗ୍ରୀ ନିଆ ଯାଉଛି ।

ଏହା ତାଙ୍କ ତପସ୍ୟା ନା ସୋସିଆଲ ମିଡ଼ିଆ ପାଇଁ କିଛି ଫଟୋ ବାସ୍।

Leave a Reply

Your email address will not be published. Required fields are marked *