ଦୀର୍ଘ ୨୧ ବର୍ଷ ପରେ ଭୁଷୁଡ଼ିବ ବିଜେଡି ଗଡ ରାଜଧାନୀ ,ଏକଜିଟ୍ ପୋଲ୍ କହୁଛି ବହୁମତରେ ଆସିବେ ଅପରାଜିତା

ବିଭିର୍ଣ୍ଣ ସଂସ୍ଥା ଦ୍ୱାରା ଏକଜିଟ୍ ପୋଲ୍ ରିପୋର୍ଟ ପ୍ରକାଶ ପାଉଥିବା ବେଳେ ଏବେ ଚର୍ଚ୍ଚାରେ ରହିଛି ଓଡ଼ିଶାର ରାଜଧାନୀ I ଭୁବନେଶ୍ୱର ଲୋକସଭା ଆସନ ପାଇଁ ଆଇଏଏସ ଚାକିରୀ ଛାଡି ବିଜେପି ରେ ଯୋଗଦେଇ ଲଢ଼ିଥିଲେ ଅପରାଜିତା I ଅପରପକ୍ଷରେ ତାଙ୍କୁ ମାତ ଦେଇ ବିଜେଡି ତରଫରୁ ଟିକେଟ ମିଳିଥିଲା ଆଇପିଏସ ଅରୂପ ଙ୍କୁ

I ଅପରାଜିତା ଙ୍କ ପ୍ରତି ଜନସମର୍ଥନ ଦେଖିବାକୁ ମିଳିଥିବା ବେଳେ ଏବେ ଏକଜିଟ୍ ପୋଲ୍ ରିପୋର୍ଟ କହୁଛି ଯେ ରାଜଧାନୀ ରେ ଅପରାଜିତା ଆସିବେ I ଦୀର୍ଘ ୨୧ ବର୍ଷ ଧରି ବିଜେଡି ର ଗଡ ଥିବା ରାଜଧାନୀ ରେ ଏଥରକ ପଦ୍ମ ଫୁଟାଇବେ ଅପରାଜିତା I ଅପରପକ୍ଷରେ ରାଜଧାନୀ ଅଧୀନ ରେ ଥିବା ୭ ବିଧାନସଭା ଆସନ ରେ ବିଜେପି କଡା ଟକ୍କର ଦେବା ସହିତ ମାତ୍ର 2ଟିରେ ବିଜୟୀ ହେଇପାରେ ଏବଂ ଅନ୍ୟ ୪ଟିରେ ବିଜେଡି ବାଜିମାତ କରିବା ସହିତ ଗୋଟିଏ ଆସନ କଂଗ୍ରେସ ଖାତାକୁ ଯାଇପାରେ

I ନିର୍ବାଚନ ସଂକ୍ରାନ୍ତରେ ନିରପେକ୍ଷ ଖବର ପାଇବାକୁ ଫେସ୍ବୁକ ରେ ଲାଇକ /ଫଲୋ କରନ୍ତୁ ଆମ Facebook ପେଜ୍ କୁ

Leave a Reply

Your email address will not be published. Required fields are marked *