ଏକ୍ଜିଟ୍ ପୋଲ ବାହାରିବା ପରେ 19 ଘଣ୍ଟା ଭିତରେ ପାକିସ୍ତାନର 88%ଲୋକ ଇଣ୍ଟରନେଟରେ ନରେନ୍ଦ୍ର ମୋଦିଙ୍କୁ ସର୍ଚ୍ଚ କରିଛନ୍ତି

ସରିଯାଇଛି ନିର୍ବାଚନ ,ଆସନ୍ତାକାଲି ଘୋଷଣା ହେବାକୁ ଯାଉଛି ନିର୍ବାଚନର ଫଳାଫଳ I ତେବେ କିଏ ହେବେ ପ୍ରଧାନମନ୍ତ୍ରୀ ତାହାକୁ ନେଇ ଚାଲିଛି ଚର୍ଚ୍ଚା I ମୋଦି ନା କଂଗ୍ରେସ ରାହୁଲ I କିନ୍ତୁ ଏକ ସର୍ଚ୍ଚ ସମସ୍ତଙ୍କୁ ଚକିତ କରିଦେଇଛି I ଭାରତର ଶତ୍ରୁ ପାକିସ୍ତାନ ରେ ମୋଦି ଙ୍କୁ ନେଇ ସର୍ଚ୍ଚ ଚାଲିଛି I ପଡୋଶୀ ଦେଶ ପାକିସ୍ତାନ ଇଣ୍ଟରନେଟ ମାଧ୍ୟମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୁବ ସର୍ଚ୍ଚ କରିଛନ୍ତି I ଗୁଗୁଲି ସର୍ଚ୍ଚ ଅନୁସାରେ 19ମେ 2019ର ସନ୍ଧ୍ୟା 4.26 ମିନିଟିରୁ ନେଇ 20ମେର ଦିପହର 11.22 ପର୍ଯ୍ୟନ୍ତ ନରେନ୍ଦ୍ର ମୋଦି ଙ୍କୁ ପାକିସ୍ତାନ ରେ ସବୁଠୁ ଅଧିକ ସର୍ଚ୍ଚ କରାଯାଇଛି I

ପଡୋଶୀ ଦେଶରେ 88%ଲୋକ ନରେନ୍ଦ୍ର ମୋଦିଙ୍କୁ ସର୍ଚ୍ଚ କରିଛନ୍ତି I ଏହି ମାମଲାରେ ସେ ଭାରତକୁବି ପଛରେ ପକାଇଦେଇଛନ୍ତି Iଏକ୍ଜିଟି ପୋଲର ରିପୋର୍ଟ ଶୁଣିବା ପରେ ନରେନ୍ଦ୍ର ମୋଦି ପାକିସ୍ତାନ ଲୋକଙ୍କ ଚିନ୍ତାର କାରଣ ସାଜିଛନ୍ତି I ଏହାର ବଡ କାରଣ ହେଉଛିକି ଭାରତର ସେନା ଆତଙ୍କବାଦୀଙ୍କୁ ତାଙ୍କ ଘରେ ପଶି ମାରିଥିଲା ତଥାପି ଦୁନିଆ ନରେନ୍ଦ୍ର ମୋଦିଙ୍କ ସହ ଠିଆହେଇଛି I ପାକିସ୍ତାନର ଚିନ୍ତା ବଲୁଚିସ୍ତାନକୁ ନେଇ ଦେଖାଯାଇଛି I

ଯେଉଁଠି ତାଙ୍କ ସେନାଙ୍କ ଅତ୍ୟାଚାର ବିରୁଦ୍ଧରେ ସ୍ଥାନୀୟ ଲୋକ ହତିଆର ଉଠାଇଛନ୍ତି I ବର୍ତ୍ତମାନ ପାକିସ୍ତାନର ଡର ଏହା ହେଉଛିକି ତାର ଅର୍ଥବ୍ୟବସ୍ଥା ହ୍ରାସ ପାଉଥିବାବେଳେ ଭାରତ ଦୁନିଆରେ ଶକ୍ତିଶାଳୀ ହେବାରେ ଲାଗିଛି I ଭବିଷ୍ୟତରେ ଯଦି ମୋଦିଙ୍କ ତରଫରୁ ବାଲାକୋଟ ଭଳି କାର୍ଯ୍ୟ ବିବରଣୀ ହେଲା ତାହେଲେ ଚିନ ତାଙ୍କର ହାତ ଛାଡ଼ିଦେବ I

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତରେ ପ୍ରଥମ ଥର ପାଇଁ ସର୍ଜିକାଲ ଷ୍ଟ୍ରାଇକି ହେଇଥିଲା I ପାକିସ୍ତାନରେ ଏୟାରଷ୍ଟ୍ରାଇକି କରିବାର କାମ ମଧ୍ୟ ମୋଦିଙ୍କର ଥିଲା I ପାକିସ୍ତାନର ଡରକି ମୋଦି ଆଉଥରେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି Iସୋର୍ସ :ଏବିପି ନିଉଜ

Leave a Reply

Your email address will not be published. Required fields are marked *