କଂଗ୍ରେସର ହାରିବାକୁ ନେଇ ହାର୍ଦିକି ପଟେଲ କହିଲେ ସତ କହିବାକୁ ଗଲେ ହିନ୍ଦୁସ୍ତାନର ଜନତା ହାରିଛନ୍ତି

ଆଜି ନିର୍ବାଚନର ଫଳାଫଳ ଘୋଷଣା ହେବାକୁ ଯାଉଛି ପରିସ୍ତିତିକୁ ଦେଖି ଯୁବନେତା ହାର୍ଦିକି ପଟେଲ କଂଗ୍ରେସର ହାରିବାକୁ ନେଇ ନିରାଶ ପ୍ରକାଶ କରିଛନ୍ତି I ହାର୍ଦିକି ପଟେଲ କହିଲେ ଏହି ପରାଜୟ କଂଗ୍ରେସର ନୁହଁ ଜନତାଙ୍କର I ଲୋକସଭା ନିର୍ବାଚନ 2019ର ଫଳାଫଳ ଆଜି ଘୋଷଣା ହେବାକୁ ଯାଉଛି ଓ ଦ୍ୱିପହର ଗୋଟେ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହେଇଛିକି ଆଉଥରେ ଏନ୍ଡିଏ ସରକାର ବନିବାକୁ ଯାଉଛି I 2014ରେ ବିଜେପିକୁ ବଡ ବିଜୟ ଦେଖିବାକୁ ମିଳିଥିଲା I କାର୍ଯ୍ୟର ଫଳାଫଳକୁ ଦେଖି ଯୁବନେତା ହାର୍ଦିକି ପଟେଲ କଂଗ୍ରେସର ହାରିବାକୁ ନେଇ ନିରାଶ ପ୍ରକାଶ କରିଛନ୍ତି I

ହାର୍ଦିକି ପଟେଲ କହିଲେ ଏହି ପରାଜୟ କଂଗ୍ରେସର ନୁହଁ ଜନତାଙ୍କର I ହାର୍ଦିକି ଟ୍ୱିଟରରେ ଲେଖିଲେ କଂଗ୍ରେସ ହାରିନି ବେରୋଜଗାରୀ ହାରିଛି, ଶିକ୍ଷା ହାରିଛି ,କୃଷକ ହାରିଛନ୍ତି ,ମହିଳାଙ୍କର ସମ୍ମାନ ହାରିଛି ସତ କହିବାକୁ ଗଲେ ହିନ୍ଦୁସ୍ଥାନର ଜନତା ହାରିଛନ୍ତି I କଂଗ୍ରେସର ସମସ୍ତ କାର୍ଯ୍ୟକର୍ତାଙ୍କ ଲଢେ଼ଇକୁ ସଲାମ କରୁଛି ଲଢ଼ିବା ଓ ଜିତିବା ଜୟ ହିନ୍ଦୀ I ଜନତା ମାନେ ଭାଜପାକୁ ଜିତାଇନାହାନ୍ତି ଅମାନଯୋଗୀମାନେ ଭାଜପାକୁ ଜିତା ଇଛନ୍ତି I

Leave a Reply

Your email address will not be published. Required fields are marked *