ବାରଣାସୀରେ ମୋଦି ବିଜୟ ଆଡକୁ ଆଗେଇ ଚାଲିଛନ୍ତି ଏହି ଖୁସିରେ ମୁସଲିମ ସମର୍ଥକମାନେ ପାଳିଲେ ଉଶ୍ଚବ

ଲୋକସଭା ନିର୍ବାଚନର କାର୍ଯ୍ୟଫଳାଫଳକୁ ଦେଖି ଏହା ସ୍ପଷ୍ଟ ହେଉଛିକି ବିଜେପି ବା ଏନ୍ଡିଏ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ପୁର୍ଣ ବହୁମତ ସହ ଆଉଥରେ ସରକାର ବନେଇବାକୁ ଯାଉଛି I 2014ର ନିର୍ବାଚନ ମୁକାବିଲା ଅପେକ୍ଷା ଏହି ନିର୍ବାଚନରେ ବିରୋଧୀ ପାର୍ଟିର ଅବସ୍ଥା ବହୁତ ଖରାପ ଦେଖାଦେଇଛି I କଂଗ୍ରେସ ସହ ଅନ୍ୟ କୌଣସିବି ପାର୍ଟୀ 50ର ତଥ୍ୟକୁ ଅତିକ୍ରମ କରିବାରେ ଅସଫଳ ଦେଖାଯାଉଛନ୍ତି I

Leave a Reply

Your email address will not be published. Required fields are marked *