ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଙ୍କ ପ୍ରେସ ମିଟ ରେ ସଂଖ୍ୟପ୍ତି:ଲୋକ ସଭା ରେ ବିଜେଡ଼ି ୧୩,ବିଜେପି ୮,ବିଧାନସଭା ରେ ବିଜେଡ଼ି ୧୦୭,ବିଜେପି ୨୪ ଆଗୁଆ ରେ

ସଦ୍ୟତମ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ରିପୋର୍ଟ ଅନୁସାରେ ଦିନ 4:30 ସୁଦ୍ଧା ରାଜ୍ୟର ବିଭିନ୍ନ ଗଣତି କେନ୍ଦ୍ରରୁ ଆସିଥିବା ରିପୋର୍ଟ ଅନୁସାରେ 146 ବିଧାନସଭା ଆସନରୁ ବିଜୁଜନତା ଦଳ 107 ଆସନରେ ଆଗରେ ଥିବା ବେଳେ ଭାରତୀୟ ଜନତା ପାର୍ଟି 24 ,କଂଗ୍ରେସ14 ଓ ସିପିଆଇ 1

ଆସନରେ ଆଗରେ ଅଛନ୍ତି ସେହିପରି ଲୋକ ସଭା ସିଟରେ ବିଜେଡି 13 ଓ ବିଜେପି 8 ପାର୍ଥି ଆଗରେ ଅଛନ୍ତି।

Leave a Reply

Your email address will not be published. Required fields are marked *