ରବୀନ୍ଦ୍ର ,ନଭଜ୍ୟୋତି ଙ୍କୁ ହରାଇ ବାଲେଶ୍ୱରରେ ପଦ୍ମ ଫୁଟାଇଲେ ପ୍ରତାପ ଷଡଙ୍ଗୀ

ବାଲେଶ୍ୱର ଲୋକସଭା ରେ ଦେଖିବାକୁ ମିଳିଥିଲା କଡା ଟକ୍କର I ଗୋଟିଏ ପଟେ ବିଜେପି ପ୍ରାଥୀ ପ୍ରତାପ ଷଡ଼ଙ୍ଗୀ ଠିଆ ହେଇଥିବା ବେଳେ ତାଙ୍କ ବିପକ୍ଷରେ ଥିଲେ ଦୁଇ କୋଟିପତି ପ୍ରାଥୀ I ଜଣେ ବିଜେଡି ର ବଳିଷ୍ଠ ନେତା ,ପୂର୍ବତନ ସାଂସଦ ଏବଂ ନିଉଜ ୱାର୍ଲଡ ଓଡିଶା ଟିଭି ର ମାଲିକ ରବୀନ୍ଦ୍ର ଜେନା ଏବଂ ଅନ୍ୟ ଜଣେ ପିସିସି ମୁଖିଆ ନିରଞ୍ଜନ ଙ୍କ ପୁତ୍ର ନଭଜ୍ୟୋତି ପଟ୍ଟନାୟକ I ତେବେ ଉଭୟ ଙ୍କୁ ହରାଇ ବାଜି ଜିତିଛନ୍ତି ପ୍ରତାପ ଷଡ଼ଙ୍ଗୀ I

Leave a Reply

Your email address will not be published. Required fields are marked *