ଜୁନ ରେ ପରଦାକୁ ଆସିବ ଫିଲ୍ମ ‘କବିର ସିଂ’ ଲିଡ଼ ରୋଲରେ ସାହିଦ ଓ କିଆରା

ଦୀର୍ଘଦିନ ପରେ ଫିଲ୍ମ ‘କବିର ସିଂ’ ରେ ଦେଖିବାକୁ ମିଳିବ ସାହିଦ କାପୁରଙ୍କୁ। ଲିଡ଼ ରୋଲ ରେ ଥିବା ସାହିଦ ଶେଷ ଥର ପାଇଁ ଫିଲ୍ମ ବତୀ ଗୁଲ ମିଟର ଚାଲୁ ରେ ନଜର ଆସିଥିଲେ । ତବେ ତେଲେଗୁ ସୁପରହିଟ ଫିଲ୍ମ ଅର୍ଜୁନ ରେଡିର ହିନ୍ଦୀ ରିମେକ ରେ ନଜର ଆସିବେ ଯାହାର ନାଁ ରହିଛ କବିର ସିଂ
ଜୁନ 21 ରେ ରିଲଜ ହେବ ସାହିଦ କପୁର ଓ କିଆରା ଆଡ଼ଭାନୀଙ୍କ ଅଭିନୀତ ଏହି ଫିଲ୍ମ। ପ୍ରଥମ ଥର ଲାଗି ଦୁହେଁ ଏକାଠି ନଜର ଆସିବେ ଏହି ସିନେମା ଜରିଆରେ ।

ସାହିଦ କପୁର ଜଣେ ମେଡିକାଲ ଷ୍ଟୁଡେଣ୍ଟ ଚରିତ୍ରରେ ଅଭିନୟ କରିନ୍ତି ଓ ପ୍ରେମରେ ପଡିଯାନ୍ତି ତାଙ୍କ ଜୁନିଅର ଭୂମିକାରେ ଥିବା କିଆରାଙ୍କ ସହ। ଫିଲ୍ମକୁ କୁ ନିର୍ଦେଶନା ଦେଇଛନ୍ତି ଅର୍ଜୁନ ରେଡିର ନିର୍ଦେଶକ ସନ୍ଦୀପ ରେଡି ସମ୍ପୂର୍ଣ୍ଣ ଫିଲ୍ମଟି ଲଭ ଟ୍ରେଜେଡି ଉପରେ ଆଧାରିତ। ଫିଲ୍ମର ଟ୍ରେଲରକୁ ୟୁ ଟ୍ୟୁବରେ ଭଲ ରେସପଣ୍ଡ ମିଳୁଥିବା ବେଳେ ଦେଖିବାକୁ ବାକିରହିଲା ନୂଆ ଚରିତ୍ରର ଏହି ସିନେମାଟି ବକ୍ସ ଅଫିସରେ ହିଟ ହବ ନ ନାହିଁ ?

Leave a Reply

Your email address will not be published. Required fields are marked *