ଅଜୟ ଦେବଗନଙ୍କ ପିତା ଭୀରୁ ଦେବଗନଙ୍କ ମୃତ୍ୟୁ

ଆଜି ସକାଳେ ବଲିଉଡୁର ଜଣାଶୁଣା ଆକ୍ସନ ନିର୍ଦେଶକ ଭୀରୁ ଦେବଗନଙ୍କ ମୃତ୍ୟୁ ହୋଇଗଲା I ଷୋମବାର ସକାଳେ ଅଜୟ ଦେବଗନଙ୍କ ପାଇଁ ଆସିଲା ଏକ ଦୁଖଦଃ ଖବର I ଖବରଟି ହେଉଛି ତାଙ୍କ ପିତା ଓ ବଲିଉଡୁର ଜଣାଶୁଣା ଆକ୍ସନ ନିର୍ଦେଶକ ଭୀରୁ ଦେବଗନଙ୍କ ମୃତ୍ୟୁ I ଖବର ଅନୁସାରେ ଆଜି ସକାଳେ ସେ ଶେଷ ନିଶ୍ୱାସ ନେଇଥିଲେ I ରିପୋର୍ଟ ଅନୁସାରେ ତାଙ୍କର ମୃତ୍ୟୁ ହାର୍ଟଆଟାକ ଯୋଗୁ ହେଇଛି I ଶୋଇବାରେ ସମସ୍ୟା ଓ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ସାନ୍ତକୄଯୁରେ ଥିବା ସନ ହସ୍ପିଟାଲରେ ଭର୍ତି କରାଯାଇଥିଲା I କିଛିଦିନ ହେବ ତାଙ୍କ ସ୍ୱାସ୍ଥ ଜନବିରଳ ରହୁଥିଲା ଏଥିଯୋଗୁ ତାଙ୍କୁ ବହୁଶାରା କାର୍ଯ୍ୟକ୍ରମ ରଦ୍ଧ କରିବାକୁ ପଡିଥିଲା I ଆଜି ସନ୍ଧ୍ୟା ଛଟା ସମୟରେ ଭିଲେ ପାର୍ଲ ସ୍ମସାନରେ ଭୀରୁ ଦେବଗନଙ୍କ ହେବ ଅନ୍ତିମ ସତ୍କାର I

Leave a Reply

Your email address will not be published. Required fields are marked *