ନିହାତି ଭାବରେ ଥରଟେ ସୁନ୍ଦରା କାଣ୍ଡ ପଢ଼ିନିଅନ୍ତୁ ସବୁ ଚିନ୍ତାର ମୁକ୍ତି ଲେଖାଯାଇଛି

ବହୁଲୋକ ଶ୍ରୀରାମ ଚରିତ୍ର ମାନସର ସୁନ୍ଦରକାଣ୍ଡ ପାଠ ନିଜ ଘରେ କରିଥାନ୍ତି I କୌଣସିଭି ଶୁଭକାମ କରିବା ପୂର୍ବରୁ ସୁନ୍ଦରକାଣ୍ଡ ପାଠ କଲେ ସେହି କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ I ମଣିଷ ଜୀବନରେ ସୁନ୍ଦରକାଣ୍ଡ ପାଠ କରିବା ନିହାତି ଆବଶ୍ୟକ I ଯେତେବେଳେ ମଣିଷ ଚିନ୍ତା ଓ ସମସ୍ୟାରେ ପଡିଥାଏ ସେତେବେଳେ ତାର ସବୁ କାମ ଅସଫଳ ହୋଇଥାଏ ତେଣୁ ସୁନ୍ଦରକାଣ୍ଡ ପାଠ କରିବା ଦ୍ୱାରା ସେହି ସବୁ ସମସ୍ୟାରୁ ମୁକ୍ତି ମିଳିଥାଏ

I ଜୋତିଶ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିର କୁଣ୍ଡଳୀରେ ଦୋଷ ଥାଏ ଓ ତାର ଜୀବନ ଖରାପ ପରିସ୍ଥିତିରେ ଚାଲୁଥାଏ ସେଥିରୁ ମୁକ୍ତି ପାଇବା ପାଇଁ ସୁନ୍ଦରକାଣ୍ଡ ପାଠ କରିବାକୁ ପଡିଥାଏ I

ଏହା ପାଠ କରିବା ଦ୍ୱାରା ବ୍ୟକ୍ତିର ଆତ୍ମବିଶ୍ୱାସ ଓ ଇଛାଶକ୍ତି ବଢିଥାଏ ଓ ମାନସିକ ଶାନ୍ତି ମଧ୍ୟ ମିଳିଥାଏ I ଏହାକୁ ଘରେ ପାଠ କରିବା ଦ୍ୱାରା ହନୁମାନଙ୍କ ସହ ପ୍ରଭୁ ରାମଙ୍କ ବିଶେଷ କୃପା ମିଳିଥାଏ I ସୁନ୍ଦରକାଣ୍ଡ ପାଠ କରିବା ଦ୍ୱାରା ଏକ ଭକ୍ତ ଜିତିବାରେ ଭରସା ବଢ଼ାଇଥାଏ I ସୁନ୍ଦରଃକାଣ୍ଡ ହେଉଛି ଏକ ଭକ୍ତ ଜିତିବାର କାଣ୍ଡ ଯାହା ଇଛାଶକ୍ତି ବଳରେ ବହୁତ ବଡ ଚମତ୍କାର ଦେଖାଇଥାଏ I ଶ୍ରୀରାମ ହେଉଛନ୍ତି ଭକ୍ତ ହନୁମାନଙ୍କ ବିଜୟର କାଣ୍ଡ I ପୁରା ରାମାୟଣରେ ସୁନ୍ଦରକାଣ୍ଡକୁ ଶ୍ରେଷ୍ଠ କାଣ୍ଡ ବୋଲି ମାନନ୍ତି I ଏଥିଯୋଗୁ ମଣିଷ ଜୀବନରେ ସୁନ୍ଦରକାଣ୍ଡ କରିବା ନିହାତି ଆବଶ୍ୟକ I

Leave a Reply

Your email address will not be published. Required fields are marked *