ଦାମ ଙ୍କୁ ହରାଇଥିବା ରଘୁନନ୍ଦନ ଙ୍କୁ ପୁରସ୍କାର ମିଳିଲା ମନ୍ତ୍ରୀପଦ

ଆଜି ନବୀନ ଙ୍କ ଶପଥ ଗ୍ରହଣ ହେବାକୁ ଥିବାବେଳେ ଗତକାଲି 19ଜଣ ବିଧାୟକ ଙ୍କୁ ନବୀନ ନିବାସ ରୁ ଫୋନ କଲ ଯାଇଛି Iଏହି 19ଜଣଙ୍କୁ ମନ୍ତ୍ରୀ ମଣ୍ଡଳ ରେ ସାମିଲ କରାଯିବ I ତେବେ ସବୁଠାରୁ ଚର୍ଚିତ ଥିବା ଦାମ ରାଉତ ଙ୍କୁ ହରାଇଥିବା ରଘୁନନ୍ଦନ ଙ୍କୁ ମନ୍ତ୍ରୀମଣ୍ଡଳ ରେ ସମିଲ କରାଯିବ I

ବାଲିକୁଦା ଏରସମା ରେ ବରିଷ୍ଠ ନେତା ଦାମୋଦର ଙ୍କୁ ବିପୁଳ ଭୋଟ ବ୍ୟବଧାନ ରେ ହରାଇ ପ୍ରଥମଥର ପାଇଁ ବିଜୟୀ ହେଇଥିଲେ ରଘୁନନ୍ଦନ I ତେବେ ରଘୁ ଙ୍କ ଉପରେ ମୁଖ୍ୟମନ୍ତ୍ରୀ ଙ୍କ ଖୁଶିର ନଜର ଦେଖିବାକୁ ମିଳିଛି I ଯେଉଁଥିପାଇଁ ତାଙ୍କୁ ଗତକାଲି ମନ୍ତ୍ରୀମଣ୍ଡଳ ରେ ସ୍ମାଇଲ ହେବାକୁ ଡାକରା ଆସିଛି I ଆଜି ତାଙ୍କୁ ମନ୍ତ୍ରୀମଣ୍ଡଳ ରେ ସାମିଲ କରାଯିବ I ସୂଚନା ଥାଉ କି ବିଜେଡି ବିରୁଧରେ ରଣହୁଙ୍କାର ଦେଇ ନିଜର ଅମାନତ ହରେଇଥିଲେ ବରିଷ୍ଠ ନେତା ଦାମୋଦର ଏପରିକି ତୃତୀୟ ସ୍ଥାନରେ ରହିଥିଲେ I

Leave a Reply

Your email address will not be published. Required fields are marked *