ମୋଦିଙ୍କ ଶପଥ ଗ୍ରହଣ ପରେ ପରେ ସେୟାର ବଜାରରେ ଉତ୍ସାହ। ୪୦ ହଜାର ଅତିକ୍ରମ କଲା ସେନସେକ୍ସ

ଗତ କାଲି ମୋଦି ଦିତିୟ ଥର ପାଇଁ ଶପଥ ନେବା ପରେ ସୈନ୍ ସେ କ୍ସ ଓ ନିଫଟି ରେ ବୃଦ୍ଧି ପରିଲକ୍ଷିତ ହୋଇଛି।

ସେୟାର ମାର୍କେଟ ରେ ସେନ୍ସେକ ୪୦ ହଜାର ଫାଏଟ୍ ଅତିକ୍ରମ କରିଛି । ସକାଳେ ସେୟାର ବଜାରରେ କାରବାର ଆରମ୍ଭ ହେଉ ହେଉ ହଠାତ୍ ସେଂସେକ ୨୫୩.୪୪ ଫାଇଟ୍ ବଢ଼ି ୪୦ ହଜାର ଅତିକ୍ରମ କରିଛି।

ଭାରତ ପେଟ୍ରୋଲିୟମ୍, ଇଣ୍ଡିଆନ୍ ଅାଏଲ୍, ଏଚ୍ ଡି ଏଫ ସି ବ୍ୟାଙ୍କ୍ ଆଦି ବ୍ୟାଙ୍କ୍ ର ସେୟାର ବଢିଥିଲା।

Leave a Reply

Your email address will not be published. Required fields are marked *