ମୋଦି ଙ୍କ ଶପଥ ଗ୍ରହଣ ରେ ମା ହୀରା ବେନ୍ ଙ୍କ ସହ ବାଲୁକା ଶିଳ୍ପ କଲେ ସୁଦର୍ଶନ ପଟ୍ଟନାୟକ

ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି।ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହର ଆୟୋଜନ ହୋଇଛି।ଏହା ପୂର୍ବରୁ ସ୍ୟାଣ୍ଡ ଆର୍ଟିଷ୍ଟ୍ ସୁଦର୍ଶନ ମୋଦୀଙ୍କର ଏବଂ ତାଙ୍କ ମାଆ ଙ୍କ ଏକ ସୁନ୍ଦର କାରିଗରୀ କରିଛନ୍ତି।

ଯାହାକି ସମୁଦ୍ର କୁଳର ବାଲିରେ।ଏହି କଳାକୃତିରେ ମୋଦି ତାଙ୍କର ମାଆ ଙ୍କ ଠାରୁ ଆଶ୍ରିବାଦ ନେଇଥିବାର ଦୃଶ୍ୟ ଏଥିରେ ସ୍ଥାନ ପାଇଛି।
ଏହା ପୂର୍ବରୁ ବହୁମତର ବିଜୟ ହେବା ପରେ ମୋଦି ପ୍ରଥମେ ନିଜ ମାଆଙ୍କର ଆଶ୍ରିବାଦ ନେବାକୁ ନିଜ ଘରକୁ ଯାଇଥିଲେ।ଏବଂ ମାଅା ହିରାବେନ୍ ଙ୍କ ପାଦ ଛୁଇଁ ଆଶ୍ରିବାଦ ନେଇଥିଲେ।

Leave a Reply

Your email address will not be published. Required fields are marked *