ମୋଦୀଙ୍କ ଶପଥ ଗ୍ରହଣ ଦିନ ତ୍ରିରଙ୍ଗା ରେ ରଙ୍ଗେଇ ହେଲା ଆବୁ ଧାବିର ଏଡ୍‌ନକ୍‌ ଟାଓ୍ଵାର୍

ଚଳିତ ନିର୍ବାଚନ ରେ ବହୁ ସମର୍ଥନ ରେ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ବହୁ ଜନ ସମର୍ଥନ ରେ ବିଜୟ ଲାଭ କରି ଗତ କାଲି ଦ୍ଵିତୀୟ ଥର ପ୍ରଧାନମନ୍ତ୍ରୀ ଭାବରେ ଶପଥଗ୍ରହଣ କରିଛନ୍ତି। ଏହି ଶପଥଗ୍ରହଣ ଉତ୍ସବ ରେ ସନ୍ଧ୍ୟାରେ ଆବୁ ଧାବିସ୍ଥିତ ପ୍ରସିଦ୍ଧ ପ୍ରସିଦ୍ଧ ଏଡନକ୍ ଗ୍ରୁପ୍ ଟାୱାର ତ୍ରିରଙ୍ଗା ଆଲୋକ ରେ ଉଦ୍ଭାସିତ ହୋଇଥିଲା।

ଏହି ଉତ୍ସବ ରେ ଦୁଇ ଦେଶ ର ନେତା ଯୁବରାଜ ମହମ୍ମଦ ବିନ୍ ଜୟେଦ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫଟୋଚିତ୍ର ସହିତ ଦୁଇ ଦେଶ ର ପତାକା ପ୍ରଦର୍ଶନ କରି ଏହି ନବଶ୍ଚୁମ୍ବି ଅଟ୍ଟାଳିକା ଭାରତ ଓ ସଂଯୁକ୍ତ ଆରବ ଏମିରଟସ ମଧ୍ୟରେ ଘନିଷ୍ଠ ଦ୍ୱିପାକ୍ଷିକ ସମ୍ପର୍କ କୁ ବର୍ଣ୍ଣନା କରୁଥିଲା

ଗତ ସପ୍ତାହ ରେ ମୋଦି ଙ୍କ ବିଜୟ ପରେ ସେ ଫୋନ୍ ମାଧ୍ୟମ ରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୋଦି ଙ୍କୁ ଅଭିନନ୍ଦନ ଜଣାଇ ସେ ଆନନ୍ଦିତ ହୋଇଛନ୍ତି ଓ ସେମାନଙ୍କ ଦ୍ୱିପାକ୍ଷିକ ସମ୍ପର୍କ କୁ ଅଧିକ ଦୃଢ଼ କରିବାକୁ ସେ ମିଳିତ ଭାବରେ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *