ସାମ୍ନା କୁ ଆସିଲା ସାଙ୍ଘାତିକ ତଥ୍ୟ ,45ବର୍ଷ ଭିତରେ ସର୍ବାଧିକ ବଢିଛି ବେରୋଜଗାରୀ

ଦେଶରେ ଛାତ୍ରଙ୍କ ସଂଖ୍ୟା ବଢିବା ସହ ବେରୋଜଗାରୀ ଦର ବଢିଚାଲିଛି I ଦେଶରେ ବେରୋଜଗାରୀ ଦର ବଢିବାର ତଥ୍ୟ ଜାରିକରିଛନ୍ତି ସରକାର I ନିର୍ବାଚନ ପୂର୍ବରୁ ଏହି ଦର ଲିକି ହୋଇଥିବାରୁ ବହୁତ ବିବାଦ ଦେଖାଦେଇଥିଲା I ହିନ୍ଦୁସ୍ତାନ ଟାଇମିସି ରେ ପ୍ରକାଶିତ ସମାଚାର ଅନୁସାରେ ସରକାର ତଥ୍ୟ ଜାରିକରିଛନ୍ତିକି ଭାରତରେ ବେରୋଜଗାରୀ ଦର ପୂର୍ବ ଚାରି ଶତାଧି ଅପେକ୍ଷା ଅଧିକ ପହଂଚିଛି I ସରକାରଙ୍କ ତରଫରୁ ଜାରିକରାଯାଇଥିବା ତଥ୍ୟ ଅନୁସାରେ ବିତିୟ ବର୍ଷ 2017-2018 ସମୟରେ ବେରୋଜଗାରୀ ଦର 6.1ପ୍ରତିଶତ ଥିଲା I

ଏହି ତଥ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ମନ୍ତ୍ରୀମଣ୍ଡଳ ସଦସ୍ୟ ଶପଥ ଗ୍ରହଣ କରିବା ପରଦିନ ଜାରି ହୋଇଥିଲା I ପୂର୍ବରୁ ଲିକି ହୋଇଥିବା ବେରୋଜଗାରୀ ଦରକୁ ନେଇ ସରକାର ସଫେଇଦେବାକୁ ଚାହୁଥିଲେକି ଏପର୍ଯ୍ୟନ୍ତ ଫାଇନାଲ ତଥ୍ୟ ଦିଆଯାଇନାହିଁ I

ତାସହ ଦେଶର ଆର୍ଥିକ ବୃଦ୍ଧି ଦର ମଧ୍ୟ ସ୍ଲୋ ହୋଇଯାଇଛି I ପାଞ୍ଚ ବର୍ଷ ଭିତରେ 5.8 ପ୍ରତିଶତ ନିମ୍ନତମ ସ୍ତରକୁ ଚାଲିଯାଇଛି I ଏହା ପୂର୍ବରୁ ବିତିୟ ବର୍ଷ 2017-2018 ରେ ବିକାଶ ଦର 7.2 ପ୍ରତିଶତ ଥିଲା I

Leave a Reply

Your email address will not be published. Required fields are marked *