କିନ୍ନରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା ପୋଲିସ ନିର୍ଦୟ ଭାବେ

ଖବର ଅନୁସାରେ ଏହି ଘଟଣାଟି ଘଟିଛି ଉତ୍ତର ପ୍ରଦେଶର ମେରଠ ଅନ୍ତର୍ଗତ ଲାଲକୁର୍ତ୍ତୀ ଥାନା ପରିସରର ଯେଉଁଠି କିନ୍ନର ମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଛନ୍ତି ପୋଲିସ ଜୀବନ ବଂଚାଇବାକୁ ଯାଇ ଜୀବନ ବିକଳେ ଦୌଡିବାକୁ ଲାଗିଛନ୍ତି କିନ୍ନର I ପ୍ରକୃତରେ ଘଟଣାଟିର ସତ୍ୟତା ହେଉଛି ଏହାକି ଷୋମବାର ଲାଲକୁର୍ତ୍ତୀ ଅଂଚଳର ଫବରାଚ ନିକଟସ୍ଥ ଗୋଟିଏ ଘରେ ବଧାଇ ମାଗିବାକୁ ଯାଇ ଦୁଇ ଗୋଷ୍ଠୀର କିନ୍ନରଙ୍କ ମଧ୍ୟରେ ଜୋରଦାର ଗଣ୍ଡଗୋଳ ହୋଇଥିଲାI ଆଉ ବଧାଇ ମାଗିବାକୁ ଯାଇଥିବା ଘରେ ଉତ୍ପାତ ମଚାଇଥିଲେ କିନ୍ନରମାନେ I ସୂଚନା ପାଇ ଘଟଣାସ୍ଥଳରେ ପହଂଚି ଉଭୟଗୋଷ୍ଠୀଙ୍କ ଘଉଡାଇଦେଥିଲା ତେବେ ଏହା ପରେ ଥାନରେ ପହଂଚି ଜୋରଦାର ହଙ୍ଗାମା କରିଥିଲେ ଦୁଇଗୋଷ୍ଠୀର କିନ୍ନରମାନେ I ପୋଲିସ ତାଙ୍କୁ ବାରମ୍ବାର ବୁଝାଇବା ସତ୍ୱେ ମଧ୍ୟ ସେ ବୁଝିବାକୁ ଚେଷ୍ଟା କଲେ ନାହିଁ ବରଂ ଅର୍ଧ ଲଙ୍ଗଳା ହୋଇ ଏହି କିନ୍ନରମାନେ ଲାଲକୁର୍ତ୍ତା ଥାନାରେ ଜୋରଦାର ପାଟିତୁଣ୍ଡ କରିଥିଲେ ଶେଷରେ ପୋଲିସ ବାଧ୍ୟ ହୋଇ ଆରମ୍ଭ କରିଥିଲା ଲାଠିଚାର୍ଜ I ତାପରେ ପୋଲିସ ଗୋଡ଼ାଇ ଗୋଡ଼ାଇ ପିଟିଲା କିନ୍ନରମାନଙ୍କୁ ମାଡ଼ ଆରମ୍ଭ ହେବା ପରେ ପ୍ରାଣମୁର୍ଚ୍ଛା ହୋଇ ଦୌଡ଼ିଥିଲେ କିନ୍ନରମାନେ I

Leave a Reply

Your email address will not be published. Required fields are marked *