ଲୋକସଭା ରେ ସଂସ୍କୃତରେ ଶପଥ ନେଲେ ପ୍ରତାପ ଷଡ଼ଙ୍ଗୀ

ପ୍ରତାପ ଷଡ଼ଙ୍ଗୀ ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ବିଜେପି ତରଫରୁ ଲୋକସଭା ସିଟିରେ ନିର୍ବାଚନ ଲଢ଼ିଥିଲେ ଓ ବିଜୟ ହାସଲ ମଧ୍ୟ କରିଥିଲେ I ତାଙ୍କୁ ସଂସଦରେ କେନ୍ଦ୍ରମନ୍ତ୍ରୀ ପଦ ମିଳିଛି I ଆଜି ତାଙ୍କର ସଂସଦରେ ପ୍ରଥମ ଦିନ I ସଂସଦରେ 17ତମ ଲୋକସଭାର ଆଜି ତାଙ୍କର ପ୍ରଥମ ଦିନ I ଆଜି 542 ଜଣ ନୂଆ ସାଂସଦ ଶପଥ ନେବେ ଯେଉଁଥିରେ ପ୍ରତାବ ଷଡ଼ଙ୍ଗୀ ଉପସ୍ଥିତ ଅଛନ୍ତି I ଏହି ଲୋକସଭା 2024 ପର୍ଯ୍ୟନ୍ତ ଚାଲିବ I ପ୍ରଚଣ୍ଡ ବହୁମତର ସହିତ ମୋଦି ଦୁତୀୟ ଥରପାଇଁ ପ୍ରଧାନମନ୍ତ୍ରୀ ହେଇଛନ୍ତି I ଆଜିଠାରୁ ଲୋକସଭାରେ ପ୍ରଥମ ଦିନ ଆରମ୍ଭ ହେବ ଯେଉଁଥିରେ ବଜେଟ ଉପସ୍ଥିତ ରହିବ I ତେବେ ସବୁଠାରୁ ଚର୍ଚିତ ଥିବା ପ୍ରତାପ ଆଜି ସଂସ୍କୃତ ଭାଷାରେ ଶପଥ ନେଇଛନ୍ତି I

Leave a Reply

Your email address will not be published. Required fields are marked *