ପରାଜୟ ପରେ ପାକିସ୍ତାନୀ କହିଲେ ;ଆମକୁ କାଶ୍ମୀର ନୁହେଁ ବିରାଟ କୋହଲି ଦିଅ’

ବିଶ୍ୱକପ କ୍ରିକେଟରେ ବିରାଟ ବାହିନୀ ପାକିସ୍ତାନକୁ ଧୂଳି ଚଟେଇବା ପରେ ଏବେ ପାକିସ୍ତାନ ରେ ତୀବ୍ର ସମାଲୋଚନା ହେଉଥିବା ବେଳେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ଏକ ଭାଇରଲ ଟ୍ରଲ ଫୋଟୋ I ଯେଉଁଥିରେ କି କିଛି ପାକିସ୍ତାନୀ ଙ୍କ ଦ୍ୱରା ଏକ ବ୍ୟାନର ଧରାଯାଇ ସେଥିରେ ଲେଖାଯାଇଛି କି ଆମକୁ ଜାମ୍ମୁ କାଶ୍ମୀର ଦରକାର ନାହିଁ, ଆମକୁ ବିରାଟ କୋହଲି ଦିଅ ‘I ବିରାଟ କୋହଲି ଙ୍କୁ ନେଇ ଏଇ ଫୋଟୋ ଭାଇରଲ ହେବା ପରେ ସୋସିଆଲ ମିଡିଆରେ ମଧ୍ୟ ଏହାର ଭିର୍ଣ୍ଣ ଭିର୍ଣ୍ଣ ମତାମତ ରଖାଯାଉଛି ,କେହି କେହି କହିଛନ୍ତି ବିରାଟ ନୁହେଁ ଆମେ ମାଗଣାରେ ନବଜୋତ ସିଂହ ସିଦ୍ଧୁ ଏବଂ ମମତା ବାନାର୍ଜୀ ଙ୍କୁ ଦେଇଦେବୁ I

କିନ୍ତୁ ବିରାଟ ଙ୍କୁ କହିଲେ ପାକିସ୍ତାନ ରେ ନିଆଁ ଲଗାଇ ଦେବୁ I

Leave a Reply

Your email address will not be published. Required fields are marked *