ମାତ୍ର 2ଦିନରେ ଯାଦୁ କାଛୁ ଭଲ କରିବାର ସହଜ ଉପାୟ

ଯାଦୁ,କାଛୁକୁ ଦୁଇଦିନରେ କରନ୍ତୁ ଖତମ
ଅଧିକାଂଶ ଗରମ ସମୟରେ ବା ଅଧିକ ଝାଳ ବୋହିବା କାରଣରୁ ଆମ ଶରୀରରେ ଯାଦୁ ,କାଛୁ ଦେଖାଦେଇଥାଏ I ଏହି ସମସ୍ୟା ହାଲକା କୁଣ୍ଡେଇହବାରୁ ଆରମ୍ଭ ହୋଇଥାଏ ଯଦି ଏହା ପ୍ରତି ଆମେ ଧ୍ୟାନ ଦେବା ନାହିଁ ଆଗକୁ ଏହା ବହୁତ ବଡ ଧାରଣର ଦାଗ ପାଲଟିଯାଏ ଓ ସ୍କିନି ଇନଫେକ୍ସନ ମଧ୍ୟ କରିଥାଏ I

ଏହା କୌଣସିବି ଜାଗାରେ ହୋଇପାରେ ଯେମିତି ଗାଲ ,ପିଠି ,ମୁହଁ ,ଗୋଡ ଇତ୍ୟାଦି ଜାଗାରେ ହୋଇଥାଏ I ଏହି ସମସ୍ୟାକୁ ଦୂର କରିବା ପାଇଁ ଆପଣ ଘରୋଇ ଉପଚାର ବ୍ୟବହାର କରିପାରିବେ I ଏହା ପାଇଁ ପ୍ରଥମ ଜିନିଷ ଦରକାର ଅଦା I ଅଦା ଦାନ୍ତର କୁଣ୍ଡେଇହବା ସମସ୍ୟା ,ଯାଦୁ ଉପରେ ବସିଥିବା ଜ୍ୱାର୍ମକୁ ଦୂର କରିଥାଏ I ଅଦାର ଉପରିଭାଗରେ ଥିବା ଚୋପାକୁ ଘସୀକି ବାହାର କରି ଏକ ବାଉଲୁରେ ରଖନ୍ତୁ I

ଦୁତୀୟ ହେଉଛି ହଳଦୀ I ହଳଦୀରେ ଆଣ୍ଟିଅକ୍ସିଡାଣ୍ଟ ତତ୍ୱ ମିଳିଥାଏ ଯାହା ସ୍କିନି ଇନଫେକ୍ସନକୁ ଭଲ କରିବାରେ ସହାୟକ ହୋଇଥାଏ I ତୃତୀୟ ହେଉଛି ନିମ ପାଉଡର I କମସେ କମ ଏକ ଚାମଚ ନିମ ପାଉଡର ବ୍ୟବହାର କରିବାକୁ ପଡିବ I ଏହି ସମସ୍ୟା ଅଧିକାଂଶ ଗୁପ୍ତାଙ୍ଗରେ ଦେଖାଦେଇଥାଏ କାରଣ ସେଠାରେ ବେଶୀ ଝାଳ ବାହାରିଥାଏ I ପ୍ରଥମେ ହଳଦୀ ଏକ ଚାମଚ ଓ ନିମ ପାଉଡର ଏକ ଚାମଚ ନେଇ ଏକ ବାଉଲୁରେ ମିସାନ୍ତୁ ଓ ତାପରେ ଅଦା ଚୋପାରୁ ବାହାରିଥିବା ରସକୁ ନେଇ ସେହି ବାଉଲୁରେ ମିସାନ୍ତୁ I ଏହି ତିନି ସାମଗ୍ରୀକୁ ଭଲ ଭାବରେ ମିଶାଇଦିଅନ୍ତୁ I

ଶେଷ ସାମଗ୍ରୀ ହେଉଛି ଲେମ୍ବୁ I ଲେମ୍ବୁରୁ ଏସିତ୍ରୀକି ଏସିଡ଼ି ଓ ଭିଟାମିନି ସି ମିଳିଥାଏ ଯାହା ଯାଦୁ ,କାଛୁର ସମସ୍ୟାରେ ବହୁତ ଶୀଘ୍ର କାମ କରିଥାଏ I ଅଧା ଲେମ୍ବୁର ରସକୁ ନେଇ ସେହି ମିଶ୍ରଣରେ ମିସାନ୍ତୁ I ଏହି ସବୁ ସାମଗ୍ରୀକୁ ଭଲ ଭାବରେ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ ଏହା ପରେ ସେହି ପେଷ୍ଟକୁ ନେଇ ଇନଫେକ୍ସନ ଜାଗାରେ ଲଗାନ୍ତୁ I

ଏହାକୁ ରାତିରେ ଲଗାଇ ରାତିସାରା ଛାଡ଼ିଦିଅନ୍ତୁ ଓ ସକାଳେ ପାଣିରେ ଧୋଇଦିଅନ୍ତୁ I ଏହାକୁ ଏକ ସପ୍ତାହ ପର୍ଯ୍ୟନ୍ତ ବ୍ୟବହାର କରିବା ପରେ ଇନଫେକ୍ସନର ସମସ୍ୟା ଦୂର ହେଇଯିବ I

Leave a Reply

Your email address will not be published. Required fields are marked *