ଜାପାନ ଓ ଭାରତ ମଧ୍ୟରେ ଫରକ କଣ ?

ଜାପାନ ବିଷୟରେ ଏମିତି ବହୁତ କିଛି କଥା ଆଛି ଯାହାକୁ ପ୍ରତେକ ଭାରତୀୟ ଜାଣିବା ନିଆତି ଦରକାର କାରଣ ଏହାଦ୍ୱାରା ଆମେ ନିଜକୁ ବିକଶିତ କରିପାରିବା I ପ୍ରଥମ ହେଉଛି ଜାପାନର ବସ ଯାହା ଜାପାନର ପବ୍ଲିକି ଟ୍ରାନ୍ସପୋର୍ଟ ସମୟର I ଏହି ସମୟରେ ବସ ଡ୍ରାଇଭର ମାନେ ପ୍ରୋଟେସ୍ଟର ଏକ ନୂଆ ଉପାୟ କଲେ ସେମାନେ ବସ ଚଳାଇ ଯାତ୍ରୀମାନଙ୍କୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ନେଲେ କିନ୍ତୁ ସେମାନଙ୍କଠାରୁ ପଇସା ନେଲେ ନାହିଁ

I ଦୁତୀୟ ହେଉଛି କୋକର କ୍ୟାମ୍ପ ଏବଂ ଏହା ଉପରେ ବ୍ରେଲି ଭାଷାର ବ୍ୟବହାର କରାଯାଇଛି I ବ୍ରେଲି ଲିପି ଅନ୍ଧମାନଙ୍କ ଦ୍ୱାରା ବ୍ୟବହାର କରାଯାଏ ଏବଂ ଜାପାନରେ ବିକ୍ରୀହଉଥିବା ଅଧିକାଂଶ ଜିନିଷରେ ବ୍ରେଲି ଲିପିରେ ଲେଖାଯାଇଥାଏ I ଏଥିରୁ ଜଣାପଡୁଛି ଜାପାନ ତା ଦେଶର ନାଗରିକଙ୍କ ପାଇଁ କେତେ ଯତ୍ନବାନ I ଜାପାନ ନିଜର ବୁଲେଟ ଟ୍ରେନେ ବହୁତ ଜଣାଯାଏ କାରଣ ଏଠାକାର ବୁଲେଟ ଟ୍ରେନେ ବହୁତ ବେଗରେ ଗତିକରିଥାଏ କିନ୍ତୁ ସ୍ପିଡିରେ ଗତି କରିବା ସହିତ ଏହା ବହୁତ ସ୍ମୁଥୁ ମଧ୍ୟ ହୋଇଥାଏ I

ଥରେ ଜାପାନରେ ଗୋଟିଏ ଟ୍ରେନେ 25 ସେକେଣ୍ଡେ ବିଳମ୍ବରେ ଆସିଥିଲା ଏବଂ ଏଥିପାଇଁ ଟ୍ରେନେ କତୃପକ୍ଷ ଯାତ୍ରୀମାନଙ୍କୁ କ୍ଷମା ମାଗିଥିଲେ କିନ୍ତୁ ଆମ ଦେଶରେ ଟ୍ରେନେ ଅଧା ଘଣ୍ଟା ବିଳମ୍ବରେ ଆସିଲେବି ଲୋକେ କହିବେ ଟ୍ରେନେ ଆଜି ବହୁତ ବେଳାବେଳି ଆସିଗଲା I ଜାପାନରେ ଅଧିକାଂଶ ସମୟ ବର୍ଷା ହାଉଥିବାରୁ ସେଠାକାର ଲୋକମାନେ ଛତାକୁ ସବୁବେଳେ ନିଜ ପାଖରେ ରଖିଥାନ୍ତି

ଏବଂ ସେହି ଛତାକୁ ସୁରକ୍ଷିତ ରଖିବା ପାଇଂ ଜାପାନ ସରକାରଙ୍କ ତରଫରୁ ପବ୍ଲିକି ସ୍ଥାନରେ ଛତା ଲକର ଲଗାଯାଇଛି I ଚୁଇଁଗମ ଏମିତି ଏକ ଜିନିଷ ଯାହା ସମସ୍ତଙ୍କ ଭଲ ଲାଗିଥାଏ କିନ୍ତୁ ତାର ସ୍ୱାଦ ସରିଗଲା ପରେ ଆମେ ତାକୁ ସେମିତି ପବ୍ଲିକି ସ୍ଥାନରେ ଫିଙ୍ଗିଦେଇଥାଉ I ଯାହା ଫଳରେ ଏହା ପରିବେଶ ପ୍ରଦୂଷଣ କରିବା ସହିତ ପକ୍ଷୀମାନଙ୍କ ପାଇଁ ଏହା ବହୁତ ସମସ୍ୟାର କାରଣ ହୋଇଥାଏ I କିନ୍ତୁ ଜାପାନରେ ଏମିତି ନାହିଁ ଜାପାନରେ ଚୁଇଁଗମ ସହିତ ପେପର ମିଳେ ଚୁଇଁଗମ ଖାଇସାରିଲା ପରେ ତାକୁ ପେପରରେ ଗୁଡ଼ାଇ ଫିଙ୍ଗିବାକୁ ପଡିଥାଏ ଯାହାଦ୍ୱାରା ଚୁଇଁଗମର ସମସ୍ୟାକୁ ଫେସେ କରିବାକୁ ପଡିବ ନାହିଁ I

ଜାପାନର ଲୋକମାନେ ବହୁତ ଶାନ୍ତ ଓ ସିଷ୍ଟମେଟିକି ୱେରେ କାମ କରିଥାନ୍ତି I ଏଠାରେ ଛୋଟ ପିଲାମାନଙ୍କୁ ସ୍କୁଲୁରେ ଡିସିପ୍ଲିନୀ ଶିଖାଯାଏ ଏଠାରେ ଛୋଟପିଲାମାନେ ସ୍କୁଲୁର ସଫାଠାରୁ ଆରମ୍ଭ କରି ଅନ୍ୟାନା କାମ ମଧ୍ୟ କରିଥାନ୍ତି I

ଭାରତୀୟ ନାଗରିକ ମାନେ ଚାହିଁଲେ ଭାରତକୁ ଜାପାନ ଭଳି ବନାଇପାରିବେ ଏବଂ ତାପାଇଁ ପ୍ରତେକ ଭାରତୀୟ ମାନଙ୍କ ଭିତରେ ଦୃଢ ଇଛା ଶକ୍ତି ରହିବା ଦରକାର I

Leave a Reply

Your email address will not be published. Required fields are marked *