ଦ୍ୱିପ୍ରହରର ନିଦ ଅଭ୍ୟାସରେ ହୋଇଥାଏ ଏହି ସବୁ ପରିଣାମ

ଦିନ ସମୟର ଶୋଇବାକୁ ନେଇ ବହୁ ସାରା ବିଚାର ଧାରା ସାମ୍ନାକୁ ଆସିଥାଏ I ଯାହାକୁ ସାଧାରଣ ଭାବରେ ଦେଖିଯାଏତ ଲୋକଙ୍କୁ ଦ୍ଵନ୍ଦରେ ପକାଇଥାଏକି ଦିନରେ ଶୋଇବା ଠିକି ନା ଭୁଲୁ ? ନିଦର ନିଜର ଏକ ଖାସ ମହତ୍ୱ ଥାଏ I ଦିନଯାଙ୍କର କାମ କରିସାରିବା ପରେ ବ୍ୟକ୍ତି ଏତେ ଥକିଯାଏକି ତାକୁ ବିଶ୍ରାମର ଆବଶ୍ୟକ ପଡିଥାଏ I ବ୍ୟକ୍ତି ଡିନର କରିବାପରେ ତାର ନଜରରେ କେବଳ ବିଛଣା ଆସିଥାଏ I ନିଦ ଏକ ପ୍ରାକୃତିକ ଦାନ ଯାହା ଦ୍ୱାରା ଶରୀରର କ୍ଳାନ୍ତିରୁ ମୁକ୍ତି ମିଳିଥାଏ I ଏହା ବିଲକୁଲ ଖାଇବା ପିଇବା ସମାନର କାମ କରିଥାଏ I

ଖାଇବା ପିଇବାବି ଶରୀରକୁ ଶକ୍ତି ଦେଇଥାନ୍ତି ଓ କାମ କରିବାରେ ସହାୟକ ହୋଇଥାନ୍ତି I ତାସହ ପ୍ରଥମତଃ ନିଦରେ ଶରୀର ସ୍ୱାସ୍ଥ ରହିଥାଏ I ଏମିତି ବହୁଶାରା ଲୋକ ଅଛନ୍ତି ଯାହାକୁ ନିଦ ନଆସିବାର ରୋଗ ହୋଇଥାଏ ତାକୁ ଇନୋସମୀନା କହନ୍ତି I ଯାହାପାଇଁ ବ୍ୟକ୍ତି ବହୁପ୍ରକାରର ଉପଚାର କରିଥାଏ I ମେଡ଼ିଏସନ ଠାରୁ ନେଇ ସ୍ଲୀପିଙ୍ଗି ପିଲି ପର୍ଯ୍ୟନ୍ତ ମନୁଷ୍ୟ ସାହାରା ନେଇଥାଏ I ତା ବିପରୀତାରେ ଅନ୍ୟ କିଛି ବ୍ୟକ୍ତି ଅଛନ୍ତି ଯିଏ ବିଛଣାରେ ପଡିବା ମାତ୍ରେ ନିଦ ଆସିଯାଇଥାଏ I

ଦିନରେ ଶୋଇବାର ନିଜର କିଛି ଫାଇଦା ଅଛି I ଏଥିରେ ମାଇଣ୍ଡି ଫ୍ରେସେ ରହିଥାଏ ଓ କାମରେ ମନ ଠିକ ଭାବରେ ଲାଗିଥାଏ I ତାସହ ଇମ୍ୟୁନିଟି ମଧ୍ୟ ମଜଭୁତ ହୋଇଥାଏ I ଯାହାର ହାର୍ଟ ରୋଗ ଥାଏ ଦିନରେ ଶୋଇବା ତାପାଇଁ ବହୁତ ଫାଇଦାମନ୍ତ ହୋଇଥାଏ କାହିଁକିନା ହାର୍ଟ ସହ ଜଡିତ ବିପଦ କମ ହୋଇଥାଏ I ବହୁ ଲୋକ ଅଛନ୍ତି ଯିଏ ଦିନରେ ଅଧିକ ସମୟ ସୋଇଥାନ୍ତି I ଏହା କିଛି ଲୋକଙ୍କ ପାଇଁ ଅଭ୍ୟାସରେ ପରିଣତ ହୋଇଯାଇଛି I

ଯଦି ଦିନରେ ନିଦ ଆସିଥାଏ ତ ଆପଣ 15-30 ମିନିଟିର ଆଖିପତା ପକାଇପାରିବେ I ଯଦି ନିଦ ପୁରା ନହୁଏ ଆପଣ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ନିଦ ନେଇପାରିବେ I

Leave a Reply

Your email address will not be published. Required fields are marked *