ଭୁଲୁରେବି ସ୍ତ୍ରୀ ଲୋକ ଏହି ପାଂଚଟି ଭୁଲ କରନ୍ତୁ ନାହିଁ

ଆମ ହିନ୍ଦୁ ଧର୍ମରେ 16 ସଂସ୍କାରର ପ୍ରଥା ରହିଛି ସେଠି ମଧ୍ୟରୁ ବିବାହ ପ୍ରଥା ଅନ୍ୟତମ କାରଣ ବିବାହ ବନ୍ଧନରେ ବାନ୍ଧି ହୋଇ ସ୍ୱାମୀ ସ୍ତ୍ରୀ ସାତ ଜନ୍ମର ସାଥି ହୋଇଥାନ୍ତି I ବିବାହ ପରେ ତାଙ୍କର କର୍ମ ଗୋଟିଏ ଜାଗାରେ ଯୋଡିହୋଇଯାଏ ତାଙ୍କ ମଧ୍ୟରୁ ଯିଏ ଭଲ କାମ କାରୁବା ଖରାପ ଦୁହିଁଙ୍କ ଉପରେ ତାର ପ୍ରଭାବ ପଡିଥାଏ I

ଯଦି ଜଣେ ମଧ୍ୟ ଖରାପ କର୍ମ କରେ ତାହା ଦୁଇ ଜଣଙ୍କୁ ଭୋଗିବା ପାଇଁ ପଡିଥାଏ I ପୁରାଣରେ ସ୍ତ୍ରୀ ମାନଙ୍କ ବିଷୟରେ ଏମିତି ପାଂଚଟି କାମ ବିଷୟରେ ଲେଖାଯାଇଛି ଯାହାକୁ କରିବା ଦ୍ୱାରା ଏହାର କିଛି ପ୍ରଭାବ ପାଦୁକୁ ନପଡୁ କିନ୍ତୁ ତାର ସ୍ୱାମୀ ସବୁବେଳେ ଗରୀବର ଜୀବନ ବିତାଇଥାଏ I ତାଙ୍କ ଜୀବନରେ ସବୁବେଳେ ଦୁଃଖ ଦୁର୍ଦଶା ଲାଗିରହିଥାଏ I ସମୟ ଯେତେ ଆଗକୁ ଆଗେଇଲେ ମଧ୍ୟ ଆମେ ଆମର ହିନ୍ଦୁ ଧର୍ମକୁ କେବେହେଲେ ଭୁଲିବା ନାହିଁ କିନ୍ତୁ ଏବେ ଅନେକ ମହିଳା ମଡର୍ଣ୍ଣ ହୋଇଗଲେଣି ସେମାନେ ଜାଣତରେ ହାଉବା ଅଜାଣତରେ ବହୁତ ଭୁଲୁ କରିବସନ୍ତି

I ପ୍ରଥମ ହେଉଛି ମହିଳାମାନେ ସନ୍ଧ୍ୟା ସମୟରେ ଝାଡୁ ମାରିଥାନ୍ତି କିନ୍ତୁ ଜାଣି ରଖନ୍ତୁ ଏହା ବହୁତ ବଡ଼ ଭୁଲୁ I ଦୁତୀୟ ହେଉଛି ବହୁତ ମହିଳା ଘରେ ଘରେ ପ୍ରତି କଥାରେ ଝଗଡା କରିବା ସହିତ କାଟୁ କଥା ବ୍ୟବହାର କରିଥାନ୍ତି ଏପରି କରିବା ଦ୍ୱାରା ଘରେ ସର୍ବଦା କଳହ ହୋଇଥାଏ I

ଶାସ୍ତ୍ରରେ ଲେଖା ଅଛି ଯେଉଁ ଘରେ ଏପରି ସ୍ତ୍ରୀ ଲୋକ ରହିଥାନ୍ତି ସେଠାରେ ମା ଲକ୍ଷ୍ମୀ ବାସ କରନ୍ତି ନାହିଁ I ଏପରି କରିବା ଦ୍ୱାରା ଘରେ ସମସ୍ତଙ୍କର ଶରୀର ଖରାପ ହୋଇଥାଏ I ତୃତିୟରେ ହେଉଛି ଘରର ସ୍ତ୍ରୀ ମହିଳା ବହୁତ ଡେରି ପର୍ଯ୍ୟନ୍ତ ଶୋଇବା ଏପରି ଘରେ ମାଲକ୍ଷ୍ମୀ କେବେହେଲେ ରୁହନ୍ତି ନାହିଁ I ଏହାହିଁ ମୁଖ୍ୟ କାରଣ ଘରେ ଟଙ୍କା ପଇସା ନରହିବାର Iଚତୁର୍ଥ ହେଉଛି ଯେଉଁ ମହିଳାମାନେ ପର ପୁରୁଷ ପ୍ରତି ଆଖି ରଖିଥାନ୍ତି କିମ୍ବା ନିଜ ସ୍ୱାମୀ ପ୍ରତି ସବୁବେଳେ ଘୃଣା ଭାବ ଦେଖାଇଥାନ୍ତି ଓ ଆଉ କାହା ସହ ସମ୍ପର୍କ ରଖିଥାନ୍ତି I ଏହା କରିବା ଦ୍ୱାରା ଘରେ କେବେ ଶାନ୍ତି ରହେ ନାହିଁ I ପଞ୍ଚମଟି ହେଉଛି ସ୍ତ୍ରୀ ଲୋକ ମାନେ ରୋଷେଇ କରିବା ସମୟରେ ତରକାରୀ ଲୁଣ ହେଇଚିକି ନାଇଁ କଡ଼ାଇରୁ ହାତ ପୁରାଇ ଟେଷ୍ଟ କରିଥାନ୍ତି କିନ୍ତୁ ଏହା ତାଙ୍କ ଦ୍ୱାରା ବହୁତ ବଡ ଭୁଲୁ ହୋଇଥାଏ I

ଏପରି କରିବା ଦ୍ୱାରା ସ୍ବାମୀଙ୍କ ଉପରେ ବିପଦ ପଡିଥାଏ I

Leave a Reply

Your email address will not be published. Required fields are marked *