୧୦ବର୍ଷର ଝିଅ କୁ ମାଡିବସି ୫୫ ବର୍ଷିୟ ବୃଦ୍ଧ କଲା ବଳତ୍କାର

କିଛି ବର୍ଷ ହେଲା ଦେଶରେ ନିରୀହ ଝିଅ ମାନଙ୍କ ସହିତ ବଳତ୍କାର ହେବାରେ ଲାଗିଛି ଯାହା ଆରମ୍ଭ ହୋଇଥିଲା ସ୍ରଙ୍କଳାରେ I ଦେଶର ବିଭିନ ସ୍ଥାନରୁ କଉଠି ନିରୀହ ଝିଅ ମାନଙ୍କ ସହିତ ତ କଉଠି ମହିଳା ମାନଙ୍କ ସହିତ ବଳାତ୍କାର ହେବାର ଘଟଣା ସାମ୍ନାକୁ ଆସୁଛି ଯାହା ମାନବିକତା ,ଦୟାଳୁ ତଥା ନାରୀର ସ୍ୱାଭିମାନକୁ ତଳେ ପକାଇଦେଉଛି I ଆଉ ଏକ ଘଟଣା ଦେଖିବାକୁ ମିଳିଛି ବିହାରର ଶିବହାର କ୍ଷେତ୍ରରେ ଯେଉଁଠି 10 ବର୍ଷର ହିନ୍ଦୁ ଶିଶୁ ସହିତ 55 ବର୍ଷର କଲାମ ଅଂଶରୀ ବଳାତ୍କାର କରିଛନ୍ତି ତଥା ତାର ବାଲ୍ୟାବସ୍ଥାକୁ ନିଜର ଭୋକ ମେଂଟେଇବା ପାଇଁ ନିଷ୍ଠୁରତାର ସହିତ ନଷ୍ଟ କରିଦେଇଛନ୍ତି

Iନିରୀହ ଝିଅ ସହ ହୋଇଥିବା ବଳାତ୍କାର ଘଟଣାକୁ ହୀରମା ଥାନା କ୍ଷେତ୍ରରେ ରୁଜୁ କରାଯାଇଛି I ମେଡିଆର ରିପୋର୍ଟ ଅନୁସାରେ ଦୋଷୀ ହେଉଛନ୍ତି କଲାମ ଅଂଶରୀ ଯିଏ ମତ୍ସଜିଦି ଟୋଲାର ବାସିନ୍ଦା I ପୋଲିସ କଲାମ ଅଂଶରୀକୁ ଗିରଫ କରି ନାବାଳିକା ଶିଶୁକୁ ମେଡିକାଲ ପାଇଁ ପଠାଇଛି I

Leave a Reply

Your email address will not be published. Required fields are marked *