ସୂର୍ଯ୍ୟଦେବଙ୍କୁ ଜଳ ଚଢ଼ାଇବା ବେଳେ ଏହି ସବୁ ଭୁଲୁ କରନ୍ତୁ ନାହିଁ

ସୂର୍ଯ୍ୟଦେବଙ୍କୁ ସବୁ ଦେବତାଙ୍କଠାରୁ ତେଜସ୍ବ ବୋଲି ମନାଯାଏ I କୁହାଯାଏ ସୂର୍ଯ୍ୟଦେବଙ୍କ ଦିବ୍ୟରଶ୍ମି ଓ ଆଶୀର୍ବାଦ ଥରେ ଯେଉଁ ବ୍ୟକ୍ତି ଉପରେ ପଡ଼ିଯାଏ ତାର ଭାଗ୍ୟ ପୁରାପୁରି ବଦଳିଯାଏ I ପ୍ରତିଦିନ ସକାଳେ ସୂର୍ଯ୍ୟଦେବଙ୍କ ଦର୍ଶନ ମିଳିଥାଏ I ଯଦି ଆପଣ ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କରିଦେଲେ ତାହେଲେ ସେ ତମର ବହୁତ ଧନ ରଖିବେ I ସେଥିପାଇଁ ବହୁତ ଲୋକ ଗାଧେଇସାରିବା ପରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିଥାନ୍ତି

I ଖାସ କରି ରବିବାର ଦିନ ଜଳ ଅର୍ପଣ କରିବାରେ କିଛି ଅଲଗା ମହତ୍ୱ ରହିଥାଏ କାରଣ ରବିବାର ଦିନ ସୂର୍ଯ୍ୟଦେବଙ୍କ ଦିନ ଅଟେ I ଜଳ ଅର୍ପଣ କରିବା ସମୟରେ ଯଦି କୌଣସି ଭୁଲୁ ହୋଇଯାଏ ତାର ଭୟଙ୍କର ପରିମାଣ ଭୋଗିବାକୁ ପଡିବ I ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ଯେତିକି ଭଲ ହୋଇଥାଏ ତାଙ୍କ ରାଗ ତାଠାରୁ ଆହରି ଭୟଙ୍କର ହୋଇଥାଏ I ସୂର୍ଯ୍ୟଦେବଙ୍କୁ ସବୁବେଳେ ସ୍ନାନ କରିସାରିବା ପରେ ଜଳ ଅର୍ପଣ କରିବ ଉଚିତ ଅଟେ ଆଉ ଜଳ ଅର୍ପଣ କରିବା ସମୟରେ ଆପଣଙ୍କ ପାଦରେ ଚପଲ ,ଜୋତା ନରହିବା ତାପ୍ରତି ଧ୍ୟାନ ଦେବା ଉଚିତ

I ଏହା ପ୍ରତି ଧ୍ୟାନ ଦେବେକି ଆପଣଙ୍କର ହାତ ଓ ଗୋଡ ସ୍ୱଚ୍ଛ ରହିବା ଦରକାର ଏହାର କାରଣ ଏହା ହଉଛିକି ଜଳ ଅର୍ପଣ ସମୟରେ ହାତ ,ଗୋଡ ଓ ଶରୀରରେ ଥିବା ମଇଳାରୁ ନେଗେଟିଭି ଉର୍ଜା ସୃଷ୍ଟି ହୋଇଥାଏ ଆଉ ନେଗେଟିଭି ଉର୍ଜା ସହିତ ସୂର୍ଯ୍ୟଦେବଙ୍କୁ ଜଳ ଚଢ଼ାଇବା ଫଳଦାୟକ ହୋଇନଥାଏ ତେଣୁ ସ୍ୱଚ୍ଛାତା ଉପରେ ବିଶେଷ ଧ୍ୟାନ ଦେବା ଉଚିତ I ଜଳ ଅର୍ପଣ କରିବା ସମୟରେ ଆପଣଙ୍କ ମନ ଶାନ୍ତ ଓ ସଫା ରହିବା ଦରକାର ଆପଣଙ୍କ ମନରେ କୌଣସି ପ୍ରକାର ପାପ ବିଚାର ନରହିବା ଦରକାର I ଭୁଲୁରେବି କ୍ରୋଧିତ ବା ଅଶାନ୍ତି ହୋଇ ଜଳ ଅର୍ପଣ କରନ୍ତୁ ନାହିଁ I ଏହା କଲେ ସୂର୍ଯ୍ୟଦେବ କ୍ରୋଧିତ ହୋଇଥାନ୍ତି ଯାହା ଫଳରେ ଦୁର୍ଭାଗ୍ୟ ଆପଣଙ୍କ ପିଛା ଛାଡ଼ିନଥାଏ I

ଆପଣ ସୂର୍ଯ୍ୟଦେବଙ୍କୁ ଯେଉଁ ଜଳ ଚଢାଉଛନ୍ତି ତାହା ସଫା ରହିବା ନିହାତି ଦରକାର I ତେଣୁ ସୁର୍ଯ୍ୟଦେବଙ୍କୁ ଜଳ ଚଢ଼ାଇବା ସମୟରେ ଏହି ସବୁ ଭୁଲୁ କରନ୍ତୁ ନାହିଁ I

Leave a Reply

Your email address will not be published. Required fields are marked *