୨୬ ନୁହେଁ ଆସନ୍ତା କାଲି ଖୋଲିବ ସମସ୍ତ ସ୍କୁଲ ,ବଦଳିଲା ନିଷ୍ପତି

ପୁଣିଥରେ ବଦଳିଲା ସ୍କୁଲ ଛୁଟି ଦିନ I ଆସନ୍ତା 26ତାରିଖ ରେ ଖୋଲିବା ବଦଳରେ ଆସନ୍ତା କାଲି ଖୋଲିବ ସମସ୍ତ ବିଦ୍ୟାଳୟ I ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଛି I ସୂଚନା ଥାଉ କି 19ତାରିଖ ରେ ସ୍କୁଲ ଖୋଲିବାର ଥିଲା କିନ୍ତୁ ଗ୍ରୀଷ୍ମ ପ୍ରବାହ ପାଇଁ ଏହାକୁ ବୃଦ୍ଧି କରାଯାଇ 25ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା ,ଯେଉଁଥିରେ କି ବିଭାଗୀୟ ମନ୍ତ୍ରୀ ଙ୍କୁ ଏ ବିଷୟରେ ଜଣାନଥିଲା Iମନ୍ତ୍ରୀ 19 କହୁଥିବା ବେଳେ ସଚିବ 26 କହିଥିଲେ I ଆଜି ପୁଣିଥରେ ତାରିଖ ବଦଳିଛି ,ରାଜ୍ୟରେ ମୌସୁମୀ 2/3ଦିନ ଭିତରେ ଆସିବାର ଥିବାର ପାଣିପାଗ ସ୍ପଷ୍ଟ କରିବା ପରେ ସ୍କୁଲ ଛୁଟି କୁ ବୃଦ୍ଧି କରାନßଯାଇ ଆସନ୍ତା କାଲି ଖୋଲାଯାଉଛି I

Leave a Reply

Your email address will not be published. Required fields are marked *