ସୁରକ୍ଷିତ ନୁହନ୍ତି କଲଗାର୍ଲ , ୯ ହଜାର ଟଙ୍କାରେ କଲଗାର୍ଲ ଙ୍କୁ ବୁକ୍ କରି ଫାର୍ମ ହାଉସରେ ୯ ଜଣ ମିଶି କଲେ ଏପରି କାମ

ଦିନକୁ ଦିନ ଦୁଷ୍କର୍ମ ବଢିଚାଲିଥିବା ବେଳେ ଏବେ ଦୁଷ୍କର୍ମକାରୀ ମାନେ ଆପଣାଇଛନ୍ତି ନୂଆ ତରିକା I ବିଶେଷ କରି ଦୁଷ୍କର୍ମ ରୋକିବାରେ କଲଗାର୍ଲ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ,ଏମାନଙ୍କ ପାଇଁ ଅଧିକାଂଶ ଦୁଷ୍କର୍ମ ରୋକିଯାଇଥାଏ ,ତେବେ ସୁରକ୍ଷିତ ନୁହନ୍ତି କଲଗାର୍ଲ ମାନେ I ଉତ୍ତରପ୍ରଦେଶର ନୋଏଡାରେ କଲଗାର୍ଲ ଙ୍କୁ କରାଯାଇଛି ଗଣଦୁଷ୍କର୍ମ I ସୂଚନା ଅନୁଯାଇ ତିନିଜଣ କଲଗାର୍ଲ ରାତି ୧୧ଟା ୩୦ମିନିଟରେ ଲାଜପତ ନଗର ଷ୍ଟେସନ ପାଖରେ ଠିଆ ହେଇଥିବା ବେଳେ ଏକ ଦାମୀ ଗାଡ଼ିରେ ତିନିଜଣ ଗ୍ରାହକ ପହଁଚି ସେମାନଙ୍କୁ 9ହଜାର ଟଙ୍କାରେ ଫାର୍ମ ହାଉସ କୁ ନେଇଯାଇଥିଲେ I

କିନ୍ତୁ ସେଠାରେ 9ଜଣ ଥିବାରୁ କଲ୍ ଗାର୍ଲ ମାନେ ସେମାନଙ୍କ ସହିତ ସମ୍ପର୍କ ରଖିବାକୁ ମନା କରିଦେଇଥିଲେ I ଏଥିରେ ସେଠାରେ ଉପସ୍ଥିତ ଥିବା ସମସ୍ତେ ସେମାନଙ୍କୁ ବାଡିଆ ପିଟା କରି ଜୋରଜବରଦସ୍ତ ଧର୍ଷଣ କରିଥିଲେ I

ଏନେଇ କଲଗାର୍ଲମାନେ ଥାନାରେ ଏତଲା ଦେବାପରେ ପୋଲିସ ଘଟଣାର ତଦନ୍ତ କରି 7ଜଣଙ୍କୁ ଗିରଫ କରିସାରିଥିବା ବେଳେ 2ଜଣ ଫେରାର ଅଛନ୍ତି I

Leave a Reply

Your email address will not be published. Required fields are marked *