ଚାଲିଗଲେ ଢେଙ୍କାନାଳ ର ଯୋଡ଼ା ଭଉଣୀ ଗଙ୍ଗା ଯମୁନା,ଦୁଇଟି ଶରୀର ରେ ଥିଲା ଗୋଟିଏ ହାର୍ଟ

5 ଦିନ ତଳେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇ ପୁଣିଥରେ ଜନ୍ମ ନେଇଥିଲେ ଢେଙ୍କାନାଳ ର ଦୁଇ ଯୋଡ଼ା ଝିଅ Iଉଭୟ କଟକ ଶିଶୁ ଭବନରେ ଭର୍ତ୍ତି ହେଇଥିଲେ I ଉଭୟ ଙ୍କ ନାମ ଦିଆଯାଇଥିଲା ଗଙ୍ଗା ଯମୁନା I ଉଭୟ ଙ୍କର ଶରୀର ଦୁଇଟି ଥିଲେ ମଧ୍ୟ ହୃଦୟ ଥିଲା ଗୋଟିଏ I ପ୍ରାଥମିକ ପର୍ଯ୍ୟାୟ ରେ ଉଭୟ ଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ବେଳେ ଡାକ୍ତର ପରସ୍ପର ଙ୍କୁ ଅଲଗା କରିବା ଏତେ ସହଜ ନୁହେଁ ବୋଲି କହିଥିଲେ ତଥାପି ଚେଷ୍ଟା କରାଯିବ ବୋଲି ସୂଚନା ଦେଇଥିଲେ I

ଯେହେତୁ ଦୁଇଟି ଶରୀର ରେ ଗୋଟିଏ ହୃଦୟ ଥିଲା ତେଣୁ ଅଲଗା କରିବା କଷ୍ଟକର ଥିଲା I ତେବେ ଗତକାଲି ରାତ୍ରିରେ ଗଙ୍ଗା ଯମୁନା ଙ୍କ ମୃତ୍ୟୁ ହେଇଯାଇଛି I

Leave a Reply

Your email address will not be published. Required fields are marked *