ବିଧାନସଭା ରେ ନିଘୋଡ଼ ନିଦ୍ରା ରେ ଶୋଇପଡିଲେ ଯୋଜନା ଓ ସମନ୍ବୟ ମନ୍ତ୍ରୀ ପଦ୍ମନାଭ ବେହେରା

ଲୋକଙ୍କ ସମସ୍ୟା କୁ ବିଧାନସଭାରେ ସ୍ୱର ଉଠାଇ ସମାଧାନ କରିବା ପାଇଁ ବିଧାୟକ ମାନେ ବିଧାନସଭା ଯାଇଥାନ୍ତି ,ତେବେ ଦେଖିବାକୁ ମିଳୁଛି ବିଧାୟକ ମାନେ ସେଠାରେ ଲୋକଙ୍କ ସମସ୍ୟା ଉଠାଇବା ଅପେକ୍ଷା ନିଦରେ ସୋଇପଡୁଛନ୍ତି I

କିଛିଦିନ ତଳେ ବିଧାୟକ ବିଷ୍ଣୁଙ୍କ ଦାସ ନିଘୋଡ଼ ନିଦ୍ରାରେ ସୋଇପଡ଼ିଥିଲେ ଯାହାକୁ ନେଇ ଚର୍ଚ୍ଚା ହେଉଥିଲା ,ତେବେ ପୁଣି ଜଣେ ମନ୍ତ୍ରୀ ଙ୍କ ବିଧାନସଭା ରେ ଶୟନ କୁ ନେଇ ଏବେ ଜୋରଦାର ଚର୍ଚ୍ଚା

I ଯୋଜନା ଓ ସମନ୍ବୟ ମନ୍ତ୍ରୀ ପଦ୍ମନାଭ ବେହେରା ବିଧାନସଭା ଚାଲିଥିବା ବେଳେ ନିଘୋଡ଼ ନିଦ୍ରାରେ ସୋଇପଡ଼ିଥିଲେ I ଯାହାର ଫୋଟ ମଧ୍ୟ ସୋସିଆଲ ମିଡିଆରେ ଘୁରିବୁଲୁଛି I

Leave a Reply

Your email address will not be published. Required fields are marked *