ଆସିଲା ଟାଟା ର ନୂଆ ଏଲେକ୍ଟ୍ରିକ୍ କାର,ଥରେ ଚାର୍ଜ ରେ ଯିବ ୧୦୦ କିମି,୧୦ ବର୍ଷ ର ବ୍ୟାଟେରୀ ୱାରେଣ୍ଟି

ଏଲେକ୍ଟ୍ରିକ୍ ରେ ଚାଳିତ କାର କହିଲେ ହୁଏତ ଲୋକ ମାନଙ୍କ ମନକୁ ଆସି ଯାଉଥିବା ନା ଏହା କାମକୁ ନୁହଁ।

କିନ୍ତୁ ଏବେ ଅନ୍ୟ କୌଣସି ଛୋଟ ନୁହେଁ ଟାଟା ମୋଟର ନେଇ ଆସିଚି ଏହାର ଏକ କାର୍ ଯାହାର ନାମ ରଖା ଯାଇଛି ଟାଟା ଇ ଭିଜନ।

ଏହି କାର ଭାରତ ର କାର ବଜାର କୁ ସମ୍ପୂର୍ଣ୍ଣ ବଦଳାଇ ଦେବ ବୋଲି ଆଶା କରାଯାଉଛି। ଏହି କାର ଥରେ ଚାର୍ଜ ହେଲେ ୧୦୦୦ କିମି ଯାଏ ଚାଲି ପାରିବ। ଏବଂ ଟାଟା ତରଫ ରୁ ଏହାର ବ୍ୟାଟେରୀ ଉପରେ ଦିଆ ଯାଉଛି ୧୦ ବର୍ଷ ର ଗ୍ୟାରେଣ୍ଟି।

ଏବଂ ସବୁଠୁ ବଡ କଥା ହେଉଛି ଏହାର ବଜାର ଦ ର।

ଏତେ ସବୁ ସୁବିଧା ଥିବା ସତ୍ୟେ ଏହାର ମୂଲ୍ୟ ରହିବା ମାତ୍ର ୨୫ ଲକ୍ଷ ଟଙ୍କା।

ଏବେ ଏହା କେବେ ବଜାର କୁ ଆସୁଛି ଏବଂ କିପରି ଚାଲୁଛି ତାହା ଦେଖିବା ବାକି ରହିଲା।

Leave a Reply

Your email address will not be published. Required fields are marked *